କେନ୍ଦୁଝରର ଯୋଡାରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ,
୨ ଲକ୍ଷ ଟଙ୍କାର ସୋଲାସିୟମ ସ୍କିମ୍ରେ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା
ମୃତ ଛାତ୍ରଙ୍କ ଭାଇମାନଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଗଲା
ଭୁବନେଶ୍ୱର: ଆଜି ସକାଳେ କେନ୍ଦୁଝର ଜିଲ୍ଲା…