“ରାଜସ୍ୱ ମନ୍ତ୍ରୀଙ୍କ ମିଛ ପଦାରେ ପଡିଯାଇଛି”
ବିଜେଡି ସରକାର ନୁହଁ, ବିଜେପି ସରକାର ବେଦାନ୍ତକୁ ଦେଇଥିଲା ପାଉଁଶ ଡମ୍ପିଂ ଅନୁମତି:ଲେଖାଶ୍ରୀ
ବିଜେପି ସରକାର ଆସିଲା ଜୁନ ୧୨ ତାରିଖରେ
ବେଦାନ୍ତକୁ ପାଉଁଶ ଡମ୍ପିଂ ପାଇଁ ଅନୁମତି ଦିଆଗଲା ଜୁଲାଇ ୧୨ ତାରିଖରେ
ବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ,…