ରାଜସ୍ବ ବିଭାଗ ତରଫରୁ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୨/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅନ୍ତର୍ଗତ ଘୋଡାଖୁନ୍ଟା ଓ ଜୁନାପାଣି ସର୍କେଲ ର ୭୧ ଜଣ ହିତାଧିକାରୀଙ୍କୁ ଆଜି ଡାବୁଗାଁ ରାଜସ୍ବ ବିଭାଗ ତରଫରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ…