ଖଲ୍ଲିକୋଟ ସହରରେ ଗଣେଶ ପୂଜା ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଣେଶଙ୍କ ପୂଜା ପଲ୍ଲୀପୁର ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତଥା ବିଶେଷ କରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାରମ୍ପରିକ ପଦ୍ଧତି ରେ ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର ଆର୍ଟ କଲେଜ, ଖୋଲସାହି, କରଣସାହି,…

ଡାବୁଗାଁ ରେ ଗଣେଶ ପୂଜା ପାଳିତ

ଡାବୁଗାଁ :  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ବିଘ୍ନରାଜ ଗଣେଶ ଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ବିଘ୍ନେଶ୍ୱରାୟ ଯୁବକ ସଂଘ , ବସ। ଷ୍ଟାଣ୍ଡ ନିକଟ ଦୁର୍ଗା ମଣ୍ଡପ , ଜୟନ୍ତିନଗର ଗାନ୍ଧୀ ଯୁବକ ସଂଘ, ନୂଆ ଗୁଡା, ଭେଲୁଆ ଗୁଡା,…

ଧାମନା ଗୁଡା ରେ ନର୍ସିଂ କଲେଜ ନିମନ୍ତେ ଭୂମିପୂଜା ଅନୁଷ୍ଠିତ

ଡାବୁଗାଁ -: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନା ଗୁଡା ଠାରେ ମୁନ ଲାଇଟ୍ ଚାରିଟେବଲ୍ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପ୍ରସାରଣ ନିମନ୍ତେ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଛି। ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପାଦକ ପ୍ରସାଦ କୁମାର ଛାଟୋଇ ଙ୍କ…

ଇ.ସି ସଂଘ ପକ୍ଷରୁ ଧାରଣା: ୪ଦଫା ଦାବିପତ୍ର ପ୍ରଦାନ

ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ମିଶ୍ରନ ଶକ୍ତିର ହୃତ‌ପିଣ୍ଡ ଭଳି କାର୍ଯ୍ୟ କରୁଥିବା ମିଶନ ଶକ୍ତି ଏଇ ଜୀବିକା ମିଶନର ଇ.ସି. ମାନଙ୍କୁ ପ୍ରତି ଦୁଇ , ବର୍ଷରେ ରିଷ୍ଟ୍ରକଚରିଂ ପ୍ରତ୍ୟାହାର କର ଓ ଭତ୍ତା ବୃଦ୍ଧି ସମ୍ପର୍କୀୟ ଦାବିପତ୍ର କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି…

ନବରଙ୍ଗପୁରଜିଲ୍ଳା ରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ.ତା ୭.୯.୨୦୨୪:ନବରଙ୍ଗପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ମହିଳାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖାଦେଇଛି ଏବଂ ଏଥିପାଇଁ ପ୍ରଶାସନ ତରଫ ରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହାର ସଫଳ ରୂପାୟନ ପାଇଁ ବିଶେଷ ପ୍ରଚାର…

ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ):ଜନୈକା ଛାତ୍ରୀର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷ ଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ l ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା…

ଜଗତସିଂହପୁର ଜିଲ୍ଲାରେ ଗଡିଲା ସୁଭଦ୍ରା ସଚେତନତା ରଥ

' ଘରେଘରେ ସୁଭଦ୍ରା' ର ଆହ୍ବାନ ସହ ରଥର ଶୁଭାରମ୍ଭ କଲେଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଜଗତସିଂହପୁର :ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା…

ସମାଜସେବୀ ଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ..

ରାଉରକେଲା,(ବସନ୍ତ କୁମାର ଜେନା) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ବେଛାସେବୀ ସଂଗଠନକୁ। ସୂଚନାଯୋଗ୍ୟ ଯେ ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲି ଙ୍କ ମଧ୍ୟରେ କଲେଜରେ ପାଠ ପଢିବା…

ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ଗଣେଶ ଚତୁର୍ଥୀ ମହାସମାରୋହରେ ପାଳିତ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ଗଣନାଥ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସାହି,ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଗୁଡିକରେ ଆକର୍ଷଣୀୟ ସାଜସଜ୍ଜା ସହିତ ବିଘ୍ନରାଜଙ୍କ ମୃଣ୍ମୟୀ…

ଗଜପତି ଜିଲ୍ଲାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁଭଦ୍ରା ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ…