ନୂଆଗାଁ ବ୍ଲକ୍ ର ସୁନ୍ଦରତା ବଢ଼ାଉଛି କାଶତଣ୍ଡୀ ଫୁଲ

ନୂଆଗାଁ: ଶ୍ରାବଣ ଆସିଲେ ସବୁଜିମା ଆସେ ।ସବୁଜିମା ଆସିଲେ ସବୁଜ ପତ୍ର ଡେମ୍ଫରେ ଧଳା ଧଳା ପାଖୁଡ଼ା ମେଲାଇ ପୋଖରୀ କୂଳ,ନଦୀ କୂଳ, ବିଲ ହୁଡା ଏବଂ ଖୋଲା ପଡ଼ିଆରେ ପବନ ସହିତ ଯିଏ ଦୋଳି ଖେଳି ଧରାକୁ ଧବଳ କରିଥାଏ ସେ ହେଉଛି କାଶତଣ୍ଡୀ। ଶରତ ଋତୁ ଶୁଭ୍ର ,ନିର୍ମଳ ଆକାଶ ଦେଖାଯିବା ସହ ନୟାଗଡ…

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତି ଶିବ ଶଙ୍କର ମିଶ୍ର । ଆଇନ୍ ବୃତି ଏକ ମହାନ୍ ବୃତି । ତେଣୁ…

ଚାପରେ ପଡି ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି ନେଲେ ରାଜ୍ୟ ସରକାର : ବିଜେଡି

ବିଜେଡିର ୨୪ ତାରିଖରେ ହେବାକୁ ଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ପ୍ରତ୍ୟାହାର ଦାୟିତ୍ଵସମ୍ପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବା ଚାହୁଁନାହୁଁ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ପୁଣି ଆନ୍ଦୋଳନ ଭୁବନେଶ୍ୱର, ୨୩/୦୯/୨୦୨୪: ଭରତପୁର ଠାରେ ମେଜର ଓ ତାଙ୍କ…

ବିଶିଷ୍ଟ କବି ହରିହର ମିଶ୍ରଙ୍କ ବିୟୋଗ

ପୁରୀ (ଅନିମେଶ ପଟ୍ଟନାୟକ): ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ଦେହାନ୍ତ। ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅନେକ ଦିନ ହେଲା କିଡନୀ ରୋଗରେ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

ଭରତପୁର ଥାନା ଘଟଣା : ପୀଡିତା ସନ୍ତୁଷ୍ଟ, ବିରୋଧୀ ନିରସ୍ତ ଓ ସରକାର ଆଶ୍ୱସ୍ତ

ଭୁବନେଶ୍ୱର : ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ପୀଡ଼ିତା, ତାଙ୍କ ପିତା ଓ ଅନ୍ୟ ସେନା ଭେଟେରାନ ମାନେ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି | ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ…

ସମ୍ବିଧାନ, ସଂରକ୍ଷଣ ଭାଜପା ପାଇଁ ଶ୍ରଦ୍ଧା ଏବଂ ଆସ୍ଥାର କେନ୍ଦ୍ର: କାଠେରିଆ

 କଂଗ୍ରେସ କେବେବି ସମ୍ବିଧାନର ମୂଳ ଆରକ୍ଷଣ ସିଦ୍ଧାନ୍ତକୁ ସଠିକ୍ ଭାବେ ପ୍ରୟୋଗ କରିବା ପାଇଁ ରାଜନୈତିକ ଇଚ୍ଛା ଦେଖାଇନାହିଁ ଭୁବନେଶ୍ୱର, ତା.୨୨/୦୯:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁହନ୍ତି, ଭାରତୀୟ ସଂବିଧାନ ଆମ ପାଇଁ ଜାତୀୟ ଗ୍ରନ୍ଥ ଅଟେ । ସେ ଥିବା ପର୍ଯ୍ୟନ୍ତ ସମ୍ବିଧାନ…

ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇନ୍ ସଚେତନତା ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଆନୁକୂଲ୍ୟରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି…

କଂଗ୍ରେସ ର ନୂଆଁଖାଇ ଭେଟ ଘାଟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା କଂଗ୍ରେସ ର ଏକ ନୂଆ ଖାଇ ଭେଟଘାଟ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସଂପାନର ଉଦଯାପନୀ ଉତ୍ସବ

ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ ବୁଦ୍ଧିମତା' ଶୀର୍ଷକ ଉପରେ ଦ୍ଵି-ଦିବସୀୟ ଜାତୀୟ ସଂପାନର ଉଦଯାପନୀ ଉତ୍ସବରେ…

ବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ: ଆତ୍ମସ୍ୱାର୍ଥ ନୁହେଁ, ଏକତାକୁ ଗୁରୁତ୍ୱ

ନୟାଗଡ଼(ବିଶ୍ୱଜିତ ନାୟକ) :- ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ…