୧୯୯୯ ମସିହାରେ ଡିଏମ ସ୍କୁଲ ଭୁବନେଶ୍ୱରରୁ ସ୍ନାତକୋତ୍ତର ର ୨୫ ବର୍ଷ ପୂର୍ତ୍ତି ପାଳିତ
ଭୁବନେଶ୍ୱର: ଡି ଏମ ସ୍କୁଲ ଭୁବନେଶ୍ୱରର ୧୯୯୯ ରେ ଦଶମ ପାସ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟରୁ ପାସ୍ କରିବାର 25 ବର୍ଷ ପାଳନ କରିଥିଲେ| ଆରଆଇଇ କ୍ୟାମ୍ପସରେ, ଡି ଏମ ସ୍କୁଲ ପ୍ରାଙ୍ଗଣରେ, ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା| ଏହି ମିଳନରେ ୬୦ ରୁ ଉର୍ଧ ଛାତ୍ରଛାତ୍ରୀ ଯୋଗ…