ସ୍ମୃତି ହୋଇ ରହିବେ ମନୋଜ, କିମ୍‍ସ ଜରିଆରେ ହେଲା ଅଙ୍ଗଦାନ

ଭୁବନେଶ୍ୱର,୧୭ ।୧୦: ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ…

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ( ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ସମ୍ବନ୍ଧୀୟ ଅଭିଯୋଗଗୁଡିକୁ…

ଭୁବନେଶ୍ୱର: ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ (Computer Based Recruitment Examination) (CRE-IIIof ୨୦୨୪ ପଦବୀ ଯଥା LI/Forester/ Forest Guard ଏବଂ CRE-IV of 2024 ପଦବୀ ଯଥା RI/ARI/Amin/ICDS…

ଅକ୍ଟୋବର ୨୧ ଓ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

• ୧୮ତାରିଖରୁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା • ପ୍ରତ୍ୟେକ ଦିବସ ପାଇଁ ପଞ୍ଜୀକରଣ କରିଥିବା ସର୍ବାଧିକ ୧୦୦୦ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇପାରିବେ। • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା   ଭୁବେନେଶ୍ୱର-…

ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ଗସ୍ତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ଓଡିଶା ସରକାର ଙ୍କ ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡା ଜିଲ୍ଲା ଏବଂ ଗୁଣୁପୁର କୁ ଅଚାନକ ଗସ୍ତ କରିଛନ୍ତି | ଏହି ଗସ୍ତ ସମୟରେ ମନ୍ତ୍ରୀ ଗଣ୍ଡ ରାୟଗଡା ଜିଲ୍ଲା ର ବିଷମକଟକ ଅମ୍ବାଦଳା ରେ ସଦସ୍ୟତା ଅଭିଯାନ ଉପରେ ଲୋକଙ୍କୁ ଭାରତୀୟ ଜନତା…

କର୍କଟ ଚିକିତ୍ସା ନିମନ୍ତେ ଦକ୍ଷିଣ ଓଡ଼ିଶାରେ ନୂତନ ସୁବିଧା ଉପଲବ୍ଧ

ବ୍ରହ୍ମପୁର ସମ୍ ହସ୍ପିଟାଲ୍‌ରେ କେମୋଥେରାପି ଚିକିତ୍ସା ଆରମ୍ଭ ଭୁବନେଶ୍ୱର, ଅକ୍ଟୋବର ୧୭: ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ…

ଜନ୍ମମାଟିରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ : ଗଣକଵି ଙ୍କୁ ସେକ୍ସପିୟର ଙ୍କ ସହିତ ତୁଳନା କଲେ ପୂର୍ବତନ…

 https://youtu.be/dZEK9H8okII (ମାହାଙ୍ଗା -ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ସ୍ଥିତ ଗଣକଵି ଙ୍କ ଜନ୍ମମାଟିରେ ସାରସ୍ବତ ସାଧକ, ଗୀତିନାଟ୍ୟ ଜଗତର ମଉଡମଣୀ ତଥା କାଳଜୟୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣିଙ୍କ ୧୪୨ ତମ ଜୟନ୍ତୀ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ…

ପୂର୍ବତଟ ରେଳପଥରେ ତିନିମାସ ଦୀର୍ଘ ସତର୍କତା ସଚେତନତା ଅଭିଯାନ

ଭୁବନେଶ୍ୱର, ଅକ୍ଟୋବର 17, 2024: ପୂର୍ବତଟ ରେଳପଥ ଗତ ଅଗଷ୍ଟ ମାସ 24 ତାରିଖ ଠାରୁ ତିନି ମାସ ପର୍ଯ୍ୟନ୍ତ ସତର୍କତା ସଚେତନତା ଅଭିଯାନ ଆରମ୍ଭ କରିଛି | କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ “ସଂସ୍କୃତିର ଅଖଣ୍ଡତା ପାଇଁ ରାଷ୍ଟ୍ରର ସମୃଦ୍ଧତା” ବିଷୟବସ୍ତୁ…

ଗଣକଵି ଙ୍କ ଜନ୍ମମାଟିରେ ୧୪୨ ତମ ରାଜ୍ୟ ସ୍ତରୀୟ ଗଣକବି ଜୟନ୍ତୀ ଉଦଘାଟିତ l

(ମାହାଙ୍ଗା - ଶାସକ ପ୍ରଶାସକ): ଓଡିଆ ଗୀତିନାଟ୍ୟ ଜଗତର ମଉଡମଣୀ, ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମମାଟି କୋଠପଦା ଠାରେ ଉଦଘାଟିତ ହୋଇଯାଇଛି l ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ୧୪ ଦିନ ବ୍ୟାପୀ ଆୟୋଜିତ ଏହି ସାରସ୍ୱତ ସମାରୋହକୁ ବିଧାୟକ ଶାରଦା ପ୍ରସାଦ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର…

ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶେଷଦେବ ମେହେରଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡ ଶ୍ରୀ ପ୍ରମୋଦ ପାଢ଼ୀ, ଶ୍ରୀ ଜିତେନ୍ଦ୍ରିୟ ଗୁରୁ, ଶ୍ରୀ ଅଶୋକ…