ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ ଭାଷାର ଭାଷାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ • ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା • ଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣ • ଶାସ୍ତ୍ରୀୟ…

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ: ମା ମାନଙ୍କ ସେବା, ସମର୍ପଣ ଓଡିଶା କୁ ସମୃଦ୍ଧ କରିବ।

ପୁରୀ ୧୮/୧୦ : ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି…

ମାଉସୀ ମା ମନ୍ଦିର ଖଳାରେ ଗଜଲକ୍ଷ୍ମୀ ପୂଜା।

 (ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା: ଜଗତଜନନୀ,ସଙ୍କଟମୋଚନୀ,ମହିଷମର୍ଦ୍ଦିନୀ ମା ଦୁର୍ଗାଙ୍କ ବିଦାୟ ଦିଆଯାଉଥିଲା ବେଳେ ତାଙ୍କ ସ୍ଥାନ ପୁରଣ ପାଇଁ ପହଞ୍ଚି ଲେ ମା ଗଜାରୃଢ ମା ଲକ୍ଷ୍ମୀ ସାଆନ୍ତାଣୀ। ଏଅଵସରରେ ଖଲ୍ଲିକୋଟ ର ମାଉସୀ ମା ମନ୍ଦିର ସନ୍ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ରେ…

ଓଡ଼ିଶା ଦେବୋତ୍ତର ବିଭାଗ ଆଡିସନାଲ୍ କମିସନର୍ ଙ୍କ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ଗ୍ରାମରେ ଭଞ୍ଜରାଜା ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ବହୁ ପୁରାତନ ଶ୍ରୀ ଜଗନ୍ନାଥସ୍ଵାମୀ ମନ୍ଦିର ଓ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରର ଶହ ଶହ ଏକର ଜମିବାଡ଼ି ଓ ଅନ୍ୟାନ୍ୟ ରିତି ନୀତି ବିଷୟକ ଜବରଦଖଲ ଏବଂ ଅବରୋଧ ବିଷୟକୁ ନେଇ…

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା,ଖଦାଳ ସାହି,ଧନିଜାପଲ୍ଲୀ ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I…

କେନ୍ଦୁଭଟା ରେ ଏଫପିଓ ର କର୍ମକର୍ତ୍ତା ଙ୍କୁ ତାଲିମ

ଗାଇସିଲେଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହ ରେ କୃଷକ ଉତ୍ପାଦକ କମ୍ପାନୀ ର କର୍ମକର୍ତ୍ତା ନେଇ ଏକ ତ୍ରିଦୀଵସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତକାର୍ଯ୍ୟକ୍ରମ ରେ ବୁଢାସମ୍ବର, ବନସ୍ବତୀ, ସ୍ୱୟଂସିଦ୍ଧା, ମା ମଙ୍ଗଳା,…

ଗୁଣପୁର ସହରରେ ଧୁମ୍ ଧାମରେ ପାଳନ ମା ଗଜଲଷ୍ମୀ ପୁଜା।

ଗୁଣପୁର- ଧରାପୃଷ୍ଠରୁ ଜଗତଜନନୀ ମା’ ଦୁର୍ଗା ମେଲାଣି ନେବା ପରଠୁ ବୁଧୁବାର ରାତିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାୟଗଡ଼ା ଜିଲ୍ଲା ର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି।କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ କିଛି ବର୍ଷ ହେଲା ପ୍ରସିଦ୍ଧ ଲାଭ…

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ

ଭୁବନେଶ୍ୱର , ଅକ୍ଟୋବର ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର…

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡା ଅଞ୍ଚଳ ର ଏକ ଭଡ଼ା ଘରୁ ଜଣେ ଯୁବତୀ ଙ୍କ ମୃତ ଦେହ କୁ ଭବାନୀପାଟଣା ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଭବାନୀ…

ୟୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଅନ୍ଲାଇନ ପଞ୍ଜିକରଣ କରନ୍ତୁ- ଆପଣଙ୍କ ରାଜ୍ୟ ପାଇଁ ଜଣେ ଆମ୍ବାସାଡର ହୁଅନ୍ତୁ

ଆଇଆଇଟି ଭୁବନେଶ୍ୱର ଓଡ଼ିଶାର ନୋଡାଲ ଇନଷ୍ଟିଚୁ୍ୟଟ୍ - ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ଅଧୀନରେ ପ୍ରଚଳିତ ଭାରତର ସର୍ବାଧିକ ପାଳନ କରାଯାଉଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ- ୟୁବା ସଙ୍ଗମ ନିମନ୍ତେ ପଞ୍ଜିକରଣ କରିବାକୁ ଅଂଶଗ୍ରହଣକାରୀଙ୍କ ପାଇଁ…