କେଟି ଗ୍ଲୋବାଲ ସ୍କୁଲକୁ ‘ଲିଡର ଇନ ଗ୍ଲୋବାଲ ଏଜୁକେଶନ ଏଣ୍ଡ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ ଏକ୍ସଲେନ୍ସ’ ପୁରସ୍କାର

ଟାଇମ୍ସ ବିଜନେସ ଆୱାର୍ଡସ ଉତ୍ସବରେ ମୁଖ୍ୟମନ୍ତ୍ରୀ କଲେ ସମ୍ମାନିତ ଭୁବନେଶ୍ୱର(୨୨/୧୦)- ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ନୂତନ ପ୍ରବର୍ତ୍ତନ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱରର ଅଗ୍ରଣୀ ଆବାସିକ ଓ ଡେ ବୋର୍ଡିଙ୍ଗ ବିଦ୍ୟାଳୟ କେଟି ଗ୍ଲୋବାଲ୍ ସ୍କୁଲ୍ (କେଟିଜିଏସ୍)କୁ ଟାଇମ୍ସ ବିଜନେସ୍…

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ…

ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବ - ଧର୍ମେନ୍ଦ୍ର ପ୍ରଧାନ • ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ • ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ ଏମ୍ବାସେଡର • ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ର ପାଠକ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ

ଭୁବନେଶ୍ୱର, ୨୨/୧୦: ହରେକୃଷ୍ଣ ମହତାବ ରାଜ୍ୟଗ୍ରନ୍ଥାଗାର ର ପାଠକ ଶ୍ରୀ ଦେବାଶିଷ କୁମାର ମିଶ୍ର ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ୨୩୪ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଦେବାଶିଷ ମିଶ୍ର ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁରର ବାସିନ୍ଦା। ସେ ଭୁବନେଶ୍ୱର ରହି ଓଡ଼ିଶା…

ପି ଗଣ୍ଡପାଲି ଠାରେ ଗ୍ରୁପରେ ସାମିଲ ମହିଳାଙ୍କ ଠୁଁ ଲକ୍ଷାଧିକ ଟଙ୍କା ଚଲୁ ଘଟଣାରେ ଅଭିଯୁକ୍ତ ଥାନାରେ ଅଟକ ।

https://youtu.be/4sZ-Mr0UOTE ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପି ଗଣ୍ଡପାଲି ଠାରେ ଗୀତାଞ୍ଜଳି ମାଝୀ ନାମକ ଜଣେ ଝିଅ ଅଙ୍ଗନୱାଡ଼ି ସହାୟିକା ଗାଁ ର ପ୍ରାୟ ୬୦ ରୁ ୭୦ ଜଣ ମହିଳାଙ୍କ ନାମରେ ବିଭିନ୍ନ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଉଠାଇ ଗାଁରୁ ଫେରାର ଥିବା ଘଟଣାରେ…

ପାରଳାଖେମୁଣ୍ଡି ରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ରାଜ୍ୟ ବିଜେଡି…

ଜିଲ୍ଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟକ୍ରମ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୨୨. ୧୦. ୨୦୨୪ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆୟୋଜିତ…

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଆ ବକୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।…

ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଜନ ସାଧାରଣଙ୍କୁ…

ରାୟଗଡ: ନବ ଭାରତ ନିର୍ମାଣ ସେବା ପାର୍ଟିର ରାୟଗଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ୨୩ ରୁ ୨୫ ତରଖରେ ଆସୁଥିବା ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ବିଜେପୁର ତହସିଲଦାରଙ୍କ ଦ୍ୱାରା ଓଏଏସ ପାଇଥିବା ଶ୍ରୀ କ୍ଲିଣ୍ଟନ ସାହୁ ସମ୍ବର୍ଦ୍ଧିତ

ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ଗତ ତାରିଖରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା। ଓଡ଼ିଶା ପ୍ରଶାସନିକ ସେବା କମିଶନ କଟକ ପକ୍ଷରୁ ପତ୍ର ସଂଖ୍ୟା୫୯୪୯ ତା ୧୯.୧୦.୨୦୨୪ରିଖରେ ପ୍ରକାଶିତ ନୋଟିସ ଅନୁସାରେ ତା ୨୫.୦୨.୨୦୨୪,ତା…