ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ନେଇ ଜାତୀୟସ୍ତରୀୟ କର୍ମଶାଳାର ପ୍ରଥମ ଦିନ

୧୦ ଟି ଗ୍ରୁପ୍ ମାଧ୍ୟମରେ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଆଲୋଚନା ଭୁବନେଶ୍ବର, ୨୧ ଜାନୁଆରୀ ୨୦୨୫: ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତାକୁ ନେଇ ଆରମ୍ଭ ହୋଇଯାଇଛି ତିନି ଦିବସୀୟ ଜାତୀୟସ୍ତରୀୟ କର୍ମଶାଳା । ପ୍ରଥମ ଦିନରେ ୧୦ ଟି ଗ୍ରୁପ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ…

ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅତୁଳନୀୟ ସଫଳତା, ଗତ ୧୦ ବର୍ଷ ମଧ୍ୟରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡନୀ…

ଭୁବନେଶ୍ୱର: କିଡ୍‌ନୀ ରୋଗର ସଫଳ ଚିକିତ୍ସା ପାଇଁ ଓଡ଼ିଶାର ଘରେ ଘରେ ସୁପରିଚିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଗତ ୧୦ ବର୍ଷ ମଧ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡ୍‌ନୀ ପ୍ରତିରୋପଣ…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ

ଭୁବନେଶ୍ୱର, ୨୧.୧ : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୩ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ…

ଓଡ଼ଗାଁ ଓ୍ବାଟର ଶେଡ୍ ଯାତ୍ରା ୨୦୨୫, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଗୁରୁତ୍ୱ

ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ୍ବାଟରଶେଡ୍ ସଚେତନତା ଯାତ୍ରା ୨୦୨୫ ବାଣ୍ଠପୁର ପଞ୍ଚାୟତ ଧବଳେଇ ପଡ଼ିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୨୦୨୩-୨୪ ବର୍ଷ ପାଇଁ ୨୦ଜଣଙ୍କୁ ମିଳିଲା ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର

ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ "ବିକଶିତ ଓଡ଼ିଶା, ସ୍ୱପ୍ନର ଓଡ଼ିଶା" ଗଠନରେ ସଶକ୍ତ ଯୁବନେତୃତ୍ୱର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, (୨୧/୧): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ…

ଘରେ ନୋଟିସ୍ ଲଗେଇଲା ଝାଡଖଣ୍ଡ ପୋଲିସ ।

ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ- ଝାରପଖୋରିଆ ଥାନା ଅଞ୍ଚଳର ଦିଘି ଗ୍ରାମର ରଞ୍ଜନ କୁମାର ସେଠୀ ଙ୍କ ଘରେ ଝାଡଖଣ୍ଡ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ପହଞ୍ଚି ଥିଲା। ପ୍ରକାଶ ଥାଉ କି ୨୦୨୦ ମସିହା ରେ ଜାମଶୋଳା ଠାରେ ଥିବା ଜିଓ ଟାୱାରରୁ ୧୦କେଭି ଡି,ଜେ ଜେନେରେଟର ଚୋରି…

ବେଲଗୁଣ୍ଠା ଖଦାଳ ସାହି ମାଆ ରୁଦ୍ରକାଳୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଏବଂ ତୋରଣ ଉଦ୍‌ଘାଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହରରେ ଥିବା ଖଦାଳ ସାହି ମାଆ ରୁଦ୍ରକାଳୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଥିବା ବେଳେ ମାଆଙ୍କ ତୋରଣକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଖରିଆର ବ୍ଲକ୍ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ୍ ପରିସରରେ ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ୍ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ…

ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ, ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ-…

ନୂତନ ଶିକ୍ଷା ନୀତି-2020 ସମ୍ପର୍କିତ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ରାଜ୍ୟର ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନେ ସ୍ଥାନ ପାଇବା ଆବଶ୍ୟକ-କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର: ଆଜି ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ନୂଆ ଶିକ୍ଷା…

“ମୋ ସଂସାର ଉଚ୍ଛନ୍ନ ହେଇଯାଇଛି,ମୋତେ ସାହାଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ।”

ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ ପତ୍ର ଦେଲେ କେନ୍ଦୁଝରର ଗରିବ ଜଳଖିଆ ଦୋକାନୀ ଘର ପୋଡ଼ିକୁ ୫ଦିନ ବିତିଲେ ମଧ୍ୟ ସରକାରୀ ସାହାଯ୍ୟ ଅପହଞ୍ଚ। କେନ୍ଦୁଝର,ତା୨୧/୧/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- କଥାରେ ଅଛି ଘର ପୋଡ଼ି ଠାରୁ ବିପତ୍ତି ନାହିଁ। ଏହିପରି ଘର ପୋଡ଼ିର…