ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ଙ୍କ ନୂଆପଡ଼ା ଗସ୍ତ

https://youtu.be/rv69EHTkIpM ନୂଆପଡ଼ା ଜିଲ୍ଲା ରୁ କଲୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଆଜି ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପୋଲିସ ଆରକ୍ଷୀ…

ଜୀବିକା ପାଇଁ ଯାଇଥିଲେ , ଜୀବନ ଚାଲିଗଲା

କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ଅଂଚଳର ଜଣେ ଯୁବକ ଅନୁଗୁଳର ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ବେଲେ ଦୁର୍ଘଟଣା କାରଣରୁ ତାଙ୍କର ଦେହାନ୍ତ ହୋଇଛି | କୁଚେଇପଦର ନିବାସୀ ବିପିନ ମାଝି ଙ୍କର ପୁଅ ବୀରେନ୍ଦ୍ର ମାଝି ( ୨୭) ସେ ଦୀର୍ଘଦିନ ଧରି ଅନୁଗୁଳ ଷ୍ଟିଲ ପ୍ଲାଣ୍ଟ ରେ ଜଣେ ଦିନ…

କିଟରେ ବ୍ଲ୍ୟୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୩ ।୧: ‘ଏମ୍‍ପାୱାରିଂ ସଷ୍ଟେନେବଲ୍‍ ଗ୍ରୋଥ ଥ୍ରୁ ମେରାଇନ୍‍ ଇକୋସିଷ୍ଟମ୍‍’ ବିଷୟବସ୍ତୁକୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। ଭାରତର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ,…

ଝାରବନ୍ଧ ବ୍ଲକ ରେ ବିଡ଼ିଓ ଭାବେ ପର୍ଶୁରାମ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ଦ୍ଵିତୀୟ ଥର ପାଇଁ ଦକ୍ଷ ପ୍ରଶାସକ ଅଧିକାରୀ ପର୍ଶୁରାମ ପଣ୍ଡା ବିଡ଼ିଓ ଭାବେ ଯୋଗ ଦେବା ପରେ ବ୍ଲକ ର ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ୨୦୧୯…

ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ- ଧର୍ମେନ୍ଦ୍ର ପ୍ରଧାନ

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ତ୍ରିରଙ୍ଗା ପଦଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ • ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ • ଖିଣ୍ଡାରେ…

ସମ୍ବଲପୁରରେ ସମ୍ବାଦର ‘ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ’

ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ନୂଆପିଢି - ଧର୍ମେନ୍ଦ୍ର ପ୍ରଧାନ • ଏକବିଂଶ ଶତାବ୍ଦୀରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ପାଖରେ ପହଞ୍ଚାଇବା • ଇତିହାସ ପୃଷ୍ଠାରେ ଅନାଲୋଚିତ…

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସାଇକେଲ ରାଲି

କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ଗୁରୁବାର ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିରେ ବିଭିନ୍ନ ସାମ୍ବାଦିକ,ଶିକ୍ଷାନୁଷ୍ଠାନର…

ପାଇକମାଳ ହାଇସ୍କୁଲ ରେ ମିଶନ୍-100 କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାଇକମାଲ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମିଶନ 100 ୨ୟ ପର୍ଯ୍ୟାୟ ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଜବୋରାସମ୍ବର ବି ଇ ଓ ଏହା କୁ ଉଦଘାଟନ କରିଥିଲେ l ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଫଟୋ ଚିତ୍ରରେ…

ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ସହିତ ଓଡିଶାରେ ପହଂଚ ବିସ୍ତାର କରିଛି ଜେକେ ସୁପର ସିମେଂଟ

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି। ଏହି ଶୁଭାରମ୍ଭ ଓଡିଶାରେ…

ଅଡାକଷା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡାଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ଅଡାକଷା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡାଉତ୍ସବ ସ୍ଥାନୀୟ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ନାରଦ ସୁନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ…