ଓୟୁଟିଆର ପରିସରରେ ସଫଳ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୪ – ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓ ୟୁ ଟି ଆର୍) ର ଏନ ଏସ ଏସ ବ୍ୟୁରୋ ଦ୍ୱାରା ଏକ ସଫଳ ଦିନିକିଆ "ରକ୍ତଦାନ ଶିବିର" ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ପରିସର ରେ ଆୟୋଜନ…

“ଉତ୍କଳୀୟ କଂସା କଳାରେ ଆମ ଅସ୍ମିତା” ବିଷୟବସ୍ତୁ ଉପରେ ସଂସ୍କୃତି ଚର୍ଚ୍ଚା

ଭୁବନେଶ୍ୱର, (୨୯/୧୦) : ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାରରେ ଆଜି ୭୯ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ ଡେପୁଟି ରିଜଓନାଲ ମ୍ୟାନେଜର, ବିଶିଷ୍ଟ ଐତିହ୍ୟ ଗବେଷକ ଓ କଂସା ପିତ୍ତଳ…

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ର(Run For Unity) ଫ୍ଲାଗ୍ ଅଫ କଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ଏକତା ପାଇଁ କରାଇଲେ ଶପଥ ପାଠ, ପ୍ରାୟ ୩୦୦୦ ପିଲାଙ୍କ ଯୋଗଦାନ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଆବଶ୍ୟକ- ମୁଖ୍ୟମନ୍ତ୍ରୀ   ଭୁବନେଶ୍ଵର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ…

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ଦାଦାନ ଶ୍ରମିକଙ୍କ ମୃତଶରୀର ସ୍ଥାନାନ୍ତରଣ ; କେନ୍ଦୁଝର ସ୍ଥିତ…

ଭୁବନେଶ୍ୱର (୨୯/୧୦): ତାମିଲନାଡୁ କୋଇମ୍ବାଟୁରକୁ ଜଣେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କର ରେଳ ଜନିତ ଦୁର୍ଘଟଣାରେ ମୃତ୍ୟୁ ହେlଇଥିବା ଖବର ପାଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଉକ୍ତ ଶ୍ରମିକଙ୍କ ମୃତ ଶରୀରକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରି ଶେଷକୃତ୍ୟ…

ତେନ୍ତୁଳୀଖୁଣ୍ଟି ବ୍ଲକ ପଂଚାୟତ ସମିତି କାର୍ଯ୍ୟଳାୟ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅନୁଷ୍ଠିତ

ତେନ୍ତୁଳୀଖୁଣ୍ଟି/ କୃପାନିଧି ରାଉତ, ଶାସକ ପ୍ରଶାସକ:  28.10 2024 ରିଖ ଦିନ ନବରଙ୍ଗପୁର ଜିଲ୍ଲା ପାଳ ଡ଼କଟର ଶୁଭଙ୍କର ମହାପାତ୍ରଙ୍କ ଦ୍ୱାରା ଜନ ଶୁଣାଣି ଶିବିର,ତେନ୍ତୁଳୀଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଜିଲ୍ଲା ମୁଖ୍ୟ ଅଧିକାରି…

ସୋଆ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ଅକ୍ଟୋବର ୨୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ…

ବାତ୍ୟା” ଦାନା” ବେଳେ ଅନେକଙ୍କ ପାଇଁ ସାହା ହେଲା ଓଡିଶା ପୋଲିସର ଇଆରଏସଏସ ଟିମ

ସହାୟତା ପାଇଁ 26 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆସିଥିଲା ମୋଟ 3005ଟି ଫୋନ କଲ ଭୁବନେଶ୍ୱର : ରାଜ୍ୟରେ ବାତ୍ୟା" ଦାନା" ର ପ୍ରକୋପ ସମୟରେ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS) ଟିମ ମହତ୍ତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ରାଜ୍ୟ ଜରୁରୀକାଳୀନ…

ଜାଲପାଲି ଗ୍ରାମ ରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲି ଗ୍ରାମବାସୀଙ୍କର ବହୁଦିନର ଏକ ସପ୍ନ ଆଜି ସାକାର ହୋଇଛି l ଅନେକ ବର୍ଷରୁ ଜାଲପାଲି ତଥା ଆଖପାଖ ଅଂଚଳବାସି ଏକ ସ୍ୱାସ୍ଥ୍ୟ ସେବା ପାଇଁ ବହୁ ଅସୁବିଧାର ଶମ୍ବୁଖୀନ ହେଉଥିଲେ l ଅନେକ ଥର ସରକାର ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ l ସ୍ଥାନୀୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା…

 ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସ୍ଥାନୀୟ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର…