ରାଜ ରାସ୍ତା କୁ ଓହ୍ଲାଇଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ : ବର୍ଷା ସିଂ ବରିହା ପଦ୍ମପୁର :- ବକେୟା ଦରମା ପ୍ରଦାନ ଏବଂ ସ୍ଥାୟୀ ନିଯୁକ୍ତି ଦାବୀ ରେ ଆଜି ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍। ନୂଆ ସରକାର ଆସିବା ପରେ ସେମାନଙ୍କୁ ଦରମା…

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଈ ପଟେଲଙ୍କ ଜନ୍ମ ଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହା ଏକତା କୁ ସୁଦୃଢ଼ କରିବା ସହ ବିଭିଧତା ମଧ୍ୟରେ ଏକତାର ଭାବନା କୁ…

ପବିତ୍ର କାଳିପୂଜା ଏବଂ ମହାପର୍ବ ଦୀପାବଳୀ ଅବସରରେ ରାଜ୍ୟ ସଭାପତିଙ୍କ ଶୁଭେଚ୍ଛା ବାର୍ତା

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର,ତା.୩୧/୧୦: ପବିତ୍ର କାଳିପୂଜା ଏବଂ ଧନ-ଧାନ୍ୟ, ସୁଖ-ସମୃଦ୍ଧି, ସଦ୍ଭାବ – ସୈାହାର୍ଦ୍ଦ୍ୟ ଓ ଆଲୋକର ମହାପର୍ବ ଦୀପାବଳି ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ବର: ତା‐ ୩୧.୧୦.୨୪:ଆଜି ଦେଶବ୍ୟାପୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରା ଯାଇଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ…

୧୧୦ଜଣଙ୍କ ଆଖି ପରୀକ୍ଷା ସହିତ, ୭ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନିଆଗଲା!!!!

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାତୀୟ ରାଜପଥ ୪୯ନମ୍ୱର ବମ୍ବେଛକ ଟୋଲଗେଟ ପରିସରରେ, ପୂର୍ବସୁଚନା ଅନୁସାରେ ଆଜି ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ସୁଚନା ଅନୁଯାଇ ଗତ ୨୩ ତାରିଖ ଦିନ…

ବରଗଡ଼ ଜିଲ୍ଲାପାଳ, ଏସ ପି ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟ ସୂଚୀ l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣି ନଭେମ୍ବର ମାସ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି l ଆସନ୍ତା 4/11 ତାରିଖ ରେ ବରପାଲି ବ୍ଲକ ଅଫିସ କାର୍ଯ୍ୟାଳୟ,11/11ତାରିଖ ରେ ସୋହେଲା ବ୍ଲକ ଅଫିସ କାର୍ଯ୍ୟାଳୟ 18/11ରେ ବରଗଡ଼ ବ୍ଲକ କାର୍ଯ୍ୟାଳୟ 25/11 ରେ…

ବିଜେପି ଅଛି ତ ସବୁ ସମ୍ଭବ : ବିଧାୟିକା ବର୍ଷା ସିଂ ବରିହା

https://youtu.be/vvFJGunrX2o ସରକାରୀ କାର୍ଯ୍ୟକ୍ରମ ରେ ବିଜେପି ଗୀତ : ନିର୍ବାଚନ କମିସନ୍ ର ଦ୍ୱାରସ୍ଥ ହେଲା ପଦ୍ମପୁର ବିଜେଡି ବରଗଡ଼ :- ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ଉପସ୍ଥିତିରେ ସରକାରୀ କାର୍ଯ୍ୟକ୍ରମ ରେ ବିଜେପି ର ଗୀତ ବାଜିବା କୁ ନେଇ…

ବିଜେପୁର ବ୍ଲକ ଅଧକ୍ଷଙ୍କୁ ନେଇ ବିବାଦ

https://youtu.be/I0g09buz2LI ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରେ ବିଜେଡି ନେତା ତଥା ବ୍ଲକ ଅଧକ୍ଷ ମୋତିଲାଲ ସାହୁଙ୍କୁ ବ୍ଲକ କାର୍ଯ୍ୟାଳୟ ମନା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଠାରେ କୋର୍ଟ ଉଦଘାଟନ ହେବାର ଥିଲା ସେହି ସମୟରେ ସ୍ଥାନୀୟ ବ୍ଲକ୍ ଅଧକ୍ଷ ପୂର୍ବତନ…

ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢ଼ାଉ : ନିର୍ମାଣ ସାମଗ୍ରୀ ଏବଂ ବନ୍ଧୁକ ଜବତ ସହ ଜଣଙ୍କୁ ଗିରଫ

ନୟାଗଡ଼ (ବିଶ୍ୱଜିତ ନାୟକ) :- ନୟାଗଡ଼ ସଦରଥାନା ପୁଲିସ ଏକ ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢ଼ାଉ କରି ନିର୍ମାଣ ସାମଗ୍ରୀ ଏବଂ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦରଥାନା ମାଳିସାହି ଫାଣ୍ଡି ନିକଟସ୍ଥ ମାଳିସାହି ଗ୍ରାମର ବୀରବର ମହାରଣାଙ୍କ ପୁଅ କାବୁଲି…

ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୩୦.୧୦.୨୦୨୪ ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୪ ଅତିରିକ୍ତ ଜିଲ୍ଲାପାଳ (ସା) କଳାହାଣ୍ଡି ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…