ଧାନ କିଣା ଅନିୟମିତତା ଓ କଟନି ଛଟନି ବାବଦ ରେ ବାଲିମେଦ ସେବା ସମବାୟ ସମିତି ଆଗରେ ଆମରଣ ଅନଶନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ପଞ୍ଚାୟତ ଅଧୀନ ବାଲିମେଦ ସେବା ସମବାୟ ସମିତି ଆଗରେ ଆମରଣ ଅନଶନ କରିଛନ୍ତି ରମେଶ ଚନ୍ଦ୍ର ବଳ, ଉତ୍ତମ ପାତ୍ର ଙ୍କ ସହ କିଛି ଚାଷୀ। ଧାନ କିଣା ଅନିୟମିତତା ଓ କଟନୀ ଛଟନୀ କୁ ବିରୋଧ କରି ବାଲିମେଦ ସେବା…