ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖୀ କରିବାକୁ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ପ୍ରାଧାନ୍ୟ

ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ…

’ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ମିଲେଟ ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ରେଳ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ |

ଭୁବନେଶ୍ୱର, 10 ନଭେମ୍ବର 2024:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି | ଏହି…

ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବ ‘ଉଦ୍ଭବ’

• ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ • ୪୭ ଟି ପ୍ରତିଯୋଗିତାରେ ଭାଗ ନେବେ ୧୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ • ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମ୍ଭ୍ରାନ୍ତ ସଂସ୍କୃତିର ପ୍ରଦର୍ଶନ ଭୁବନେଶ୍ୱର, ୧୦ ନଭେମ୍ବର…

ବୈଜୟନ୍ତ ପଣ୍ଡାଙ୍କ ପ୍ରଥମ ବଡ ଶିକାର

ବିଜେପିରେ ଯୋଗଦେଲେ ହରସରଣ ସିଂହ ବାଲି ନୂଆଦିଲ୍ଲୀ/ଭୁବନେଶ୍ବର, ୧୦|୧୧ - ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ନେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପ୍ରଥମ ବଡ଼ ସଫଳତା। କରିଛନ୍ତି ବଡ ରାଜନୈତିକ ଶିକାର |…

“ରାଜସ୍ୱ ମନ୍ତ୍ରୀଙ୍କ ମିଛ ପଦାରେ ପଡିଯାଇଛି”

ବିଜେଡି ସରକାର ନୁହଁ, ବିଜେପି ସରକାର ବେଦାନ୍ତକୁ ଦେଇଥିଲା ପାଉଁଶ ଡମ୍ପିଂ ଅନୁମତି:ଲେଖାଶ୍ରୀ ବିଜେପି ସରକାର ଆସିଲା ଜୁନ ୧୨ ତାରିଖରେ ବେଦାନ୍ତକୁ ପାଉଁଶ ଡମ୍ପିଂ ପାଇଁ ଅନୁମତି ଦିଆଗଲା ଜୁଲାଇ ୧୨ ତାରିଖରେ ବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ,…

ERSS ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତି

ଭୁବନେଶ୍ୱର : ଓଡିଶା ପୋଲିସର ERSS ସହଯୋଗରେ ଜଣେ ଗୁରୁତର ଆହତ ବ୍ୟକ୍ତି ଉଦ୍ଧାର ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି | ସୂଚନାନୁଯାୟୀ, ଗଜପତି ଜିଲ୍ଲା ନାରିଙ୍ଗ ଛକ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ସହ ଗାଡି ଭିତରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ ।…

ଝାଡଖଣ୍ଡରେ “କିଷାନ ସମ୍ମିଳନୀ”କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ଚାଷୀଙ୍କ ମୁହଁରେ ହସ ଫୁଟାଇବା ଆମ ସରକାରର ପ୍ରତିବଦ୍ଧତା - ଧର୍ମେନ୍ଦ୍ର ପ୍ରଧାନ • ବହଡାଗୋଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ• ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ• ଝାଡଖଣ୍ଡରେ ବିଜେପି ସରକାର ଆସିଲେ…

ନୂଆଁ ତନରଡାରେ ଗୋଷ୍ଠାଷ୍ଟମୀ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ନୂଆଁ ତନରଡା ଗ୍ରାମରେ ଗୋଷ୍ଠାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଗୋଷ୍ଠାଷ୍ଟମୀ ଗ୍ରାମର ଏକ ପାରମ୍ପରିକ ଉତ୍ସବ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ଅତି ଉତ୍ସାହର ସହିତ ପାଳନ କରିଛନ୍ତି…