୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ।

ପଦ୍ମପୁର: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରାତଃ ପର୍ଯ୍ୟାୟରେ ଶ୍ରୀଯୁକ୍ତ ରମେଶ ଗୁର୍ଲା ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ ଉଦ୍‌ଯାପନୀ ଉତ୍ସବରେ ପାଇକମାଳ…

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି (ରବିବାର) ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…

ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ଠାରେ ଗଜପତି ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି (ଶନିବାର) ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ମୁଖ୍ୟ…

ରାଜ୍ୟରେ ପ୍ରଥମ : ସ୍ଥାନୀୟ ମିଥକୁ ନେଇ ଗୋସିଙ୍ଗ ଦୈତ୍ୟ ଦରବାର

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଓଡ଼ିଶାର ବିଭିନ୍ନ ସ୍ଥାନରେ କଂସ ଦରବାର, ଜଳନ୍ଧର ଦରବାର, ବିରାଟ ଦରବାର, ଅଶୋକ ଦରବାର ଆଦି ଆୟୋଜନ ହେଉଥିବା ବେଳେ ପ୍ରଥମଥର ପାଇଁ ସ୍ଥାନୀୟ ମିଥ୍ ବା ପୌରାଣିକ ଆଖ୍ୟାନ ଓ ଐତିହାସିକ ତଥ୍ୟକୁ ନେଇ 'ଗୋସିଙ୍ଗ ଦୈତ୍ୟ ଦରବାର' ଆୟୋଜନ…

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା

ଜଗତସିଂହପୁର, ତା ୧୦.୧୧.୨୦୨୪/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ସାଂସଦ, ଶ୍ରୀ ବିଭୁ ପ୍ରସାଦ ତରାଇ…

ଓଡିଆଣୀ ବେଶରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ (ଅନିମେଶ ପଟ୍ଟନାୟକ): ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପାଳ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ଠାରୁ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ତିନି ଥାକିଆ ବ୍ଯାରିକେଡ ମଧ୍ଯରେ ଭକ୍ତ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ…

ଉର୍ଜାବାନ ଓଡ଼ିଶାରର ୩ୟ ସ୍ୱନକ୍ଷତ୍ର ପାଳିତ

ପୁରୀ (ଅନିମେଶ ପଟ୍ଟନାୟକ ): ଧର୍ମ ଓ ପୂଣ୍ୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ମାଟିରେ ପାଦ ଥାପିଥିବା ଅସହାୟ , ଦିବ୍ଯାଙ୍ଗ, ନିରୀହ, ଗରିବ ଲୋକଙ୍କୁ ଖରା, ବର୍ଷା, ଶୀତରେ ସବୁବେଳେ ସବୁ ସମୟରେ ପାଖରେ ଠିଆ ହୋଇ ସେମାନଙ୍କ ଦୁଃଖ ସୁଖରେ ସହଯୋଗ କରିବା ସହ ମୁହଁରେ ହସ ଫୁଟାଉଥବା…

ଵାରଗୁଡା ଗ୍ରାମର ନିଖୋଜ ଭଗବାନ ମାଝୀ ଙ୍କୁ ଉଦ୍ଧାର କଲେ ଗାଇସିଲେଟ ବିଡ଼ିଓ ।

ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାରଗୁଡା ଗ୍ରାମର ଭଗବାନ ମାଝୀ ପିତା ଶଙ୍କର ମାଝୀ କିଛି ଦିନ ହେଲା ନିଖୋଜ ଥିଲେ । ତାଙ୍କ ପରିବାର ଲୋକେ ଅନେକ ଦିନ ହେଲା ଖୋଜା ଖୋଜି କରୁଥିବା ବେଳେ ପତ୍ତା ମିଳିନଥିଲା ତେବେ ଅଚାନକ ଗୋଟିଏ ଖବର ଦେଖିବା ପରେ ପରିବାର…

79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ

କଟକ: ଆଜି OSAP 6th Battalion ପରିସରରେ 79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ…