ପୁଖାମୁଣ୍ଡା ଶନିଦେବ ମନ୍ଦିରର ରତ୍ନମୁଦ ଉତ୍ସବ

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁଖାମୁଣ୍ଡା ଶ୍ରୀଶ୍ରୀ ଷଣ୍ଢେଶ୍ୱର ମନ୍ଦିର ପରିସରରେ ନିର୍ମାଣାଧୀନ ଶନିଦେବ ମନ୍ଦିରର ରତ୍ନମୁଦ ମହୋତ୍ସବ ଦୁଇଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ଶଙ୍ଖ,ଦୁଲଦୁଲି ବାଜା ତଥା…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

ନବରଙ୍ଗପୁର,୧୪/୧୧/୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡଠାରେ ଶିଶୁ ଦିବସକୁ ନେଇ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପଦ୍ମପୁର ରେ ଶିଶୁ ଦିବସ ପାଳିତ।

ପଦ୍ମପୁର :- ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପଦ୍ମପୁର ଅଦିତି ବିହାର ରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀ କୌତୁକିଆ ବେଶ ପୋଷାକ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଅଶୋକ ବହିଦାର,…

ଶିଶୁ ଦିବସରେ ଯୋଗଦେଲେ ନୂଆଗାଁ ସରପଞ୍ଚ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

ନବରଙ୍ଗପୁର ;ଜାମ୍ମୁ କାଶ୍ମୀର ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ମହିଳା ଟେନିସ କ୍ରିକେଟ ପ୍ରତିଯୋଗିତା ରେ ଓଡ଼ିଶା ଦଳ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରୁ ତିନି ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ରଇଲା ଭତ୍ରା, କାମିକଲା ଜାନୀ, ଲକ୍ଷ୍ମୀ ମାଝୀ। ସେହିପରି ଦଳର କୋଚ୍…

ଭଞ୍ଜନଗର: କୃଷି ଯନ୍ତ୍ରପାତି ମେଳାର ଉଦଯାପନୀ ଦିବସ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା ଉପଖଣ୍ଡ ସ୍ତରୀୟ ତ୍ରିଦିବସୀୟ କୃଷି ଯନ୍ତ୍ରପାତି ମେଳାର ଆଜି ନଭେମ୍ବର ମାସ ୧୪ ତାରିଖ ୨୦୨୪ ଗୁରୁବାର ଦିନ ଉଦଯାପନୀ ଦିବସ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ତଥା ୩୫ତମ ବାର୍ଷିକ ଖେଳକୁଦ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଶିଶୁ ଦିବସ ତଥା ୩୫ତମ ବାର୍ଷିକ ଖେଳକୁଦ ସମାରୋହ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ସଞ୍ଜୟ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ…

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର ନଭେମ୍ବର,୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷ ବିଶ୍ୱ…

ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ନବରଙ୍ଗପୁର ୧୪. ୧୧. ୨୪ :ନବରଙ୍ଗପୁର,ଅଶୋକ ସାହୁ,ଶାସକ ପ୍ରଶାସକ,ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁମ୍ମାଗୁଡା ର ସମ୍ମିଳନୀ କକ୍ଷରେ ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗୁମ୍ମାଗୁଡା ସ୍ୱାସ୍ଥ୍ୟ…

ଭାଟିବାହାଲି ଦମ୍ପତିଙ୍କ ଅନଶନ ଚେତାବନୀ

 ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲାର ବିଜେପୁର ବ୍ଳକର ଭଟିଗାଁ ପଂଚାୟତର ଭାଟିବାହାଲି ଗାଁର ଚାଷୀ ଡ଼ିଲେଶ୍ୱର ସାହୁ ଆଜିକୁ ୧୫ ବର୍ଷ ହେଲା ୩.୫୫ ଏକର ବିଶିଷ୍ଟ ସରକାରୀ ଗୋଚର ଜମିକୁ ଜବରଦଖଲରେ ରଖି ଧାନଚାଷ ସମେତ ପନିପରିବା ଚାଷକରି ଆସୁଛନ୍ତି। ସେଥ‌ିପାଇଁ ସେ ନିୟମିତ ଭାବେ ଖଜଣା,…