ଦିଲ୍ଲୀ ରେ ବିଜେପି ର ବିଜୟ କୁ ନେଇ ଗୁଣୁପୁର ବିଧାନସଭା ବିଜେପି ର ଖୁସି ର ମାହୋଲ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଦିଲ୍ଲୀ ନିର୍ବାଚନ ରେ ସତୁରି ଆସନ ରୁ ଭାରତୀୟ ଜନତା ପାର୍ଟି 48 ଆସନ ରେ ବିଜୟ ହୋଇଥିବା ବେଳେ ଆପ୍ ସରକାର 22 ଆସନ ଆସିଥିବାବେଳେ ଓ କଂଗ୍ରେସ କୌଣସି ଖାତା ଖୋଲିନଥିବା ବେଳେ ଦିଲ୍ଲୀ ରେ ସତ୍ତା ହରାଇଛି।
ଫଳରେ ଆଜି ଆପ୍ ସରକାର ଓ କଂଗ୍ରେସ ର ଆକଳନ ଭୁଲ ପ୍ରମାଣିତ ହୋଇଛି।
ଏହି ଖୁସି ରେ ଆଜି ଗୁଣୁପୁର ବିଧାନସଭା ଭାରତୀୟ ଜନତା ପାର୍ଟି ତରଫରୁ ଗୁଣୁପୁର ବାଇପାସ ଛକ ଠାରେ ଶତାଧିକ ବିଜେପି କର୍ମୀ ଖୁସିରେ ବାଣ ଫୁଟେଇ ମିଠା ବାଣ୍ଟି ଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ଉଦୟ ପାଢ଼ୀ ଯୁବ ନେତା,ଜଗଦୀଶ ପଣ୍ଡା, ବଦ୍ରି ମହାନ୍ତି କୀର୍ତ୍ତି କୁମାର ପଣ୍ଡା ( ଟିଙ୍କୁ) ଶ୍ରଦ୍ଧାପଣ୍ଡା ପ୍ରମୋଦ ସାହୁ ମୁଖି ଦିବାକର ସନ୍ତୋଷ ପାଣିଗ୍ରାହୀ ଶାନ୍ତନୁ ପାଣିଗ୍ରାହୀ ଦିଲୀପ ନାଗବଂଶ , ସମାଜସେବୀ ପିଙ୍କି ମହାପାତ୍ର,ବରିଷ୍ଠ ବିଜେପି ନେତା ଜଗଦୀଶ ପାତ୍ର,LN ପାଢ଼ୀ,ନୀଳକଣ୍ଠ ମହାପାତ୍ର, ଜୟଦେବ ପଣ୍ଡା,ସନ୍ତୋଷ ପାଣିଗ୍ରାହି,ମୁଖୀ ଦିବାକର, ଶ୍ରଦ୍ଧା ରଞ୍ଜନ ପଣ୍ଡା,ବାବାଜୀ ଭାଇ,ପଦ୍ମ ରଞ୍ଜନ ପଣ୍ଡା,ନାନାଜୀ ବାଉରୀ, ପ୍ରଶାନ୍ତ ଗୌଡ଼, ଜୋନାଲି ଶବର,କୃପାସିନ୍ଧୁ ଶବର,ସମେସ ମିଶାଲ୍,ନନ୍ଦୁ ଶବର, ଅକ୍ଷୟ ରଥ,ଗାୟନ ଭାଇ,ପ୍ରମୁଖ ଯୋଗ ଦେଇ ଥିଲେ ।

 

Leave A Reply

Your email address will not be published.