ବୈଜୟନ୍ତ ପଣ୍ଡାଙ୍କୁ ଚତୁର୍ଥ ବଡ ସଫଳତା
ବିଜେପିରେ ଯୋଗଦେଲେ କୈଳାସ ଗେହଲଟ
ନୂଆଦିଲ୍ଲୀ/ଭୁବନେଶ୍ବର, ୧୮|୧୧ - ପୂର୍ବତନ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଗତକାଲି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ଆନୁଷ୍ଠାନିକ ଭାବେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ…