ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍, ପଦ୍ମପୁର ତରଫରୁ ୟୁଏଇରେ ସମ୍ବଲପୁରୀ ଲୋକସଂସ୍କୃତିର ପ୍ରଚାର ପାଇଁ ଏକ ଟଙ୍କିଆ…
ପଦ୍ମପୁର:- ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ, ପଦ୍ମପୁର ପକ୍ଷରୁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ସମ୍ମାନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ଗତ ୨୭ ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ ବୋରାସମ୍ବର ଅଞ୍ଚଳର ସମ୍ବଲପୁରୀ!-->!-->!-->…