ଖର୍ଲି ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଓ ସ୍ୱଚ୍ଛ ଭାରତ ଅଭିଯାନ
ଖପ୍ରାଖୋଲ ୦୧/୦୩ ( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଅଧିନ ଖର୍ଲି ଗ୍ରାମ ୟୁପି ସ୍କୁଲ ଠାରେ ଏସବିଆଇ ( ପିପିଏଚଏଫ ) ମେଡିକାଲ ୟୁନିଟ ପକ୍ଷରୁ ସ୍ୱତନ୍ତ୍ର ସ୍ବାସ୍ଥ୍ୟ ଶିବିର ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଡ଼ କେଦାର ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…