ୱଣ୍ଡରଲା ଘୋଷଣା କରିଛି ଉତ୍ସବର ଆନନ୍ଦ ସହିତ ଆକର୍ଷଣ ରିହାତି ଓ ବହୁବିଧ ଅବସର ବିନୋଦନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଭାରତ, ଡ଼ିସେମ୍ବର ୧୨, ୨୦୨୪: ୱଣ୍ଡରଲା ହଲିଡେ଼ଜ ଲିମିଟେଡ଼, ଭାରତର ବୃହତ୍ ଆମୁ୍ୟଜମେଟଂ ପାର୍କ ଗୋଷ୍ଠୀ ଏହାର ଭୁବନେଶ୍ୱର ପାର୍କରେ ଉତ୍ସବ ଋତୁର ପାଳନ ସହିତ ଆକର୍ଷଣୀୟ ଖ୍ରୀଷ୍ଟମାସ ରିହାତି ଏବଂ ଉନ୍ମାଦଭରା ଅବସର ପ୍ରାସଙ୍ଗିକ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ପାଇଁ…

ଗୁଣପୁରର ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ଓ ଟେଲି ଯୋଗାଯୋଗ ପାଇଁ ବିଧାନସଭାରେ ସ୍ବର ଉଠାଇଲେ ବିଧାୟକ

ସରକାରଙ୍କ ଉତ୍ତର ରଖିଲେ ମନ୍ତ୍ରୀ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତ ପାଇଁ ବିଭିନ୍ନ ବିଭାଗ ର କଣ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଓ ଆଗକୁ କଣ ସବୁ ହେବ ଏହାକୁ ନେଇ ଗୁଣପୁର ଯୁବ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ…

ଧନୁଯାତ୍ରା ପାଇଁ ଅଣ୍ଟାଭିଡ଼ିଲେ ବିଧାୟକ ବୃନ୍ଦ

ବିଜେପୁର /ସୁଶାନ୍ତ ସାହୁ :  ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ମାନ୍ୟବର ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ଏବଂ ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ଶ୍ରୀମତୀ ଅନୁ…

ଖୁବ ଶୀଘ୍ର ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ , ଦୈନିକ ଭତ୍ତା ବି ବଢିବ : ମୁଖ୍ୟମନ୍ତ୍ରୀ

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ ଏହି ଯାନ ଗୁଡିକ ହେଉଛି ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ ଭୁବନେଶ୍ୱର, 12.12.2024:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ…

ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଚାଷୀ ମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ,…

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ₹1386.09 କୋଟି ପୁଞ୍ଜିନିବେଶରେ 192.41 ମେଗାୱାଟ୍ ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ…

ଭୁବନେଶ୍ୱର: 11.12: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ 192.41 ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ₹1386.09 କୋଟି ଟଙ୍କାର ପୁଞ୍ଜିନିବେଶ…

ଦୀପ ତଳେ ଅନ୍ଧାର, ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ।

(ଖଲ୍ଲିକୋଟ ରୁଶିବରାମ ଜେନା/ଶାସକ ପ୍ରଶାସକ): ଆମ ର ଖଲ୍ଲିକୋଟ ସହର ରେ ଶିକ୍ଷା ଦୀକ୍ଷାର ର ମାନ ବୃଦ୍ଧି ପାଇଁ କୋୖଣସି ରେ ଅଭାବ ନାହିଁ । ହେଲେ ଅଭାବ ଅଛି ସମୟ ଜ୍ଞାନ। ଏଅଵସରରେ କହିବାକୁ ଗଲେ,  ସକାଳ ୧୦ଘଣ୍ଟା ୧୫ ମିନିଟ୍ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜେ…

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ: ଭିତ୍ତିଭୂମି ସବଳ, ହେଲେ କାମକୁ ଦୁର୍ବଳ

୪୯ ଜଣଙ୍କ ସ୍ଥାନରେ ଅଛନ୍ତି ୧୬ଜଣ ଡାକ୍ତର ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜନୈତିକ ଇଚ୍ଛାଶକ୍ତି ହଉ କିମ୍ବା ପ୍ରଶାସନିକ ଉଦାସୀନତା ଯୋଗୁଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଖାଲି ଯେ ଡାକ୍ତର…

ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ପରିଷଦ ନେତା

ଜଗତସିଂହପୁର,ତା-୧୨.୧୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲା ସଦର ମହକୁମାରେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜମି ଖୋଜା ଚାଲିଛି । ଜଗତସିଂହପୁର ଦଳିତ ବିକାଶ ପରିଷଦ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥ‌ିବା ବିଜୁ ପଟ୍ଟନାୟକଙ୍କ…

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାରଙ୍କ ପ୍ରତ୍ୟକ୍ଷ…