ଦଶପୁର ବଜାର ପଡ଼ିଆର ଜଣେ ଝୁଲନ୍ତା ମୃତ୍ୟୁ ଦେହ ଜବତ : ହତ୍ୟା ସନ୍ଦେହ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ପୋଲିସ୍ ଫାଣ୍ଡି ଅଧୀନରେ ଥିବା ଦଶପୁର ବଜାର ପଡ଼ିଆରେ ଏକ ବର ଗଛ ମୂଳେ ଏକ ଝୁଲନ୍ତା ମୃତୁ ଦେହ ଉଦ୍ଧାର କରିଛି ଦସପୁର ଫାଣ୍ଡି ପୋଲିସ୍, ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ଝସ…

ଜନଜାତୀୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ.

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମାଇ ଭାରତ ଓ CRPF ୬୪ ବେଟାଲିଆଁନଙ୍କ ମିଲିତ ଉଦ୍ୟମରେ ୧୬ତମ ଜନଜାତିୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର…

ତେଲ ନଦୀକୁ ମାଛ ଧରିବାକୁ ଯାଇ ଯୁବକଙ୍କର ମୃତ୍ୟୁ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ମେରମହୁଲ ଗ୍ରାମର ଭୋଲାନାଥ ଦଳାଇ ଙ୍କ ପୁଅ ନବୀନ ଦଳାଇ ବୟସ (୨୪) ନିଜ ଗ୍ରାମ ନିକଟସ୍ଥ ପ୍ରବାହିତ ତେଲ ନଦୀକୁ ମାଛ ଧରିବାକୁ ଯାଇଥିଲେ । ସେ…

ଗୁଣପୁର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ଗିରଫ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ ବିଜେଡି ସରକାର ଅମଳରେ ଝାରସୁଗୁଡ଼ା ପୌର ପାଳିକା ରେ ହୋଇଥିବା ମଶାତେଲ କିଣା ଦୁର୍ନୀତି ଘଟଣା ଅଭିଯୋଗ ରେ ଏବେକାର ବିଜେପି ସରକାର ରେ କାର୍ଯ୍ଯାନୁଷ୍ଠାନ। ସେତେବେଳ ର ସେଠିକାର ନିର୍ବାହୀ ଅଧିକାରୀ ଥିବା ଏବେକାର ଗୁଣପୁର ପୌର ପାଳିକା ର ନିର୍ବାହୀ…

ବିଜେପିରେ ମିଶିବା ପରେ ଅଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଆଜି ତାଙ୍କୁ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଆଜି ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ହୋଇଥିବା ଏକ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର,ତା-୧୩.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ.…

ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୧୩.୧୨.୨୦୨୪/ସୁମନ୍ତ କୁମାର ଦାସ: ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଚତୁର୍ଦଶାହ ଉପଲକ୍ଷ୍ୟେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ ପ୍ରଫୁଲ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି I ପାଠାଗାରର ସଭାପତି ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

ନିଶା ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବକ୍ତୃତା , ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ l

ପଦ୍ମପୁର :- ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ସଂସ୍କାର ପ୍ରହସନ

କୁଚିଣ୍ଡା (ଲିପନ ନାଏକ ): ଜମନକିରା ବ୍ଲକ ସର୍ଡ଼l ପଞ୍ଚାୟତ ଏକ ଆଦିବାସୀ ଅଞ୍ଚଳ ଏହି ଅଞ୍ଚଳ ଜମନକିରା ରୁ ପ୍ରାୟ ୧୦ କିଲୋମିଟର ଘଞ୍ଚ ଜଙ୍ଗଲରେ ରହିଛି। ଏହି ଅଞ୍ଚଳ ର ଜନସାଧାରଣ ଙ୍କ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଛି ଓ ସମନ୍ୱିତ…