ଉଦ୍ଘାଟନ ପୂର୍ବରୁ ନୂତନ ଥାନା ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି
ଅସ୍ତରଙ୍ଗ/ଦୁଃଶାସନ ନାୟକ : ବହୁ ପ୍ରତିକ୍ଷା ର ଅନ୍ତଘଟିଛି, ଉଦ୍ଘାଟନ ହେବାକୁ ଯାଉଛି ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା l ଅନେକ ଦିନ ଆଗରୁ ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା ନିର୍ମାଣ ସରିବା ପରେ ତାହା ହିଁ କାର୍ଯ୍ୟକ୍ଷମ ହେଇପାରୁନଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର…