ବର୍ଷାରେ ବେହାଲ୍ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର – ଜମାଲା ରାସ୍ତା ।

ପଦ୍ମପୁର:- ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର - ଗାଇସିଲେଟ ଭାୟା ଜମାଲା ରାସ୍ତା ଧୋଇହୋଇଯାଇଛି। ଫଳରେ ଏହି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।…

ଗାଡ଼ି ଅଛି ପଦ୍ମପୁରରେ : ଚଲାନ କଟୁଛି ସମ୍ବଲପୁରରେ

ପରିବହନ ବିଭାଗ ର ଅଜବ ନୀତି ପଦ୍ମପୁର: ସରକାର ଙ୍କ ଦ୍ଵାରା ଅମାନିଆ ଚାଳକ ମାନଙ୍କ ପାଇଁ କଠୋର ନୀତି ଗ୍ରହଣ କରିଥିବା ନିଶ୍ଚିତ ଭାବେ ସ୍ୱାଗତ ପଦକ୍ଷେପ। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଘଟଣା ଘଟାଇଛି ପରିବହନ ବିଭାଗ। ପଦ୍ମପୁର ରେ ଗାଡି ଥିବା ବେଳେ ଦିନ ୧୨ଟା ୫୫ ମିନିଟ୍…

ସାମର୍ଥ୍ୟର ସୂତାଖିଅ: ଓଡ଼ିଶାର ଚାନ୍ଦୁଆ କଳାକୁ ଜୀବନ୍ତ ରଖି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି ଚନ୍ଦ୍ରକାନ୍ତି…

ବାଲେଶ୍ଵର, ଜୁଲାଇ ୨୪,୨୦୨୬: ଅନେକ ବର୍ଷ ଧରି ହାତକାମ ଓ ସିଲେଇ କେବଳ ଏକ କଳା ଥିଲା, ଯାହାକୁ ବାଲେଶ୍ଵର ଜିଲ୍ଲା ଶ୍ରୀରାମପୁର ଗ୍ରାମର ୫୨ ବର୍ଷୀୟା କାରିଗର ଚନ୍ଦ୍ରକାନ୍ତି ଜେନା ନିଷ୍ଠାର ସହ କରିଆସୁଥିଲେ । ଆଜି ସେହି କଳା ଏକ ସଫଳ ଉଦ୍ୟୋଗରେ ପରିଣତ ହୋଇ ଗ୍ରାମାଞ୍ଚଳର ଅନେକ…

ବେଦାନ୍ତ ଆଲୁମିନିୟମର ଦୃଢ ଶୁଭାରମ୍ଭ

ଲାଭ ୨୦୫% ବୃଦ୍ଧି ପାଇ ଟ.୬,୫୯୭ କୋଟି ପହଞ୍ଚିଥିବା ବେଳେ ଇବିଆଇଟିଡିଏ ୧୩୪% ବୃଦ୍ଧି ପାଇ ଟ.୧୦,୪୯୯ କୋଟିରେ ପହଞ୍ଚିଛି ସର୍ବକାଳୀନ ସର୍ବାଧିକ ରାଜସ୍ୱ ଟ.୨୧,୧୦୫ କୋଟି; ତ୍ରୈମାସିକ ଭିତ୍ତିରେ ୧୩% ଓ ବାର୍ଷିକ ଭିତ୍ତିରେ ୪୫% ବୃଦ୍ଧି। ରେକର୍ଡ ଇବିଆଇଟିଡିଏ ଟ.୧୦,୪୯୯ କୋଟି;…

ମାନବ ଚାଲାଣ ରୋକିବା , ମହିଳା ଓ ଶିଶୁ ସୁରକ୍ଷା ଦେବାରେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଗରେ ଏକ ଆଲୋଚନା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ମାନବ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର (ଆଇଏସଆରଡି), ଗଜପତି ଏବଂ ଜିଲ୍ଲା ପ୍ରଶାସନ, ଗଜପତି , ମହିଳା ଓ ଶିଶୁ ବିକାଶ ବିଭାଗ , ଓଡ଼ିଶା ସରକାରଙ୍କ ସହଯୋଗରେ ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ…

ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଚେତନ କର୍ମଶାଳା

ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଆଇ.ଏସ୍.ଆର୍. ଡି (ISRD) ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଳକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମାନବ ଚାଲାଣ ଭଳି ସାମାଜିକ…

ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠରେ ନୂତନ ପରିଚାଳନା କମିଟିକୁ ସ୍ୱାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା, ୩୦/୦୭,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ.ନୁଆଗାଁ ସ୍ଥିତ ଡା ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ଠାରେ ନୂତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ ।

ବ୍ରହ୍ମପୁର: ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ISRD ଓ ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ , ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ…

କଂସାରୀଗୁଡା ଆଦିତ୍ୟ ଆଲୁମିନା ରିଫାଇନାରୀ ଅଞ୍ଚଳ ପରିଦର୍ଶନ କଲେ ରାୟଗଡା ଜିଲ୍ଲାପାଳ

ଅଞ୍ଚଳବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର ଆଶ୍ୱାସନ କାଶୀପୁର: ରାୟଗଡା ଜିଲ୍ଲାପାଳ ଆଜି କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡାରେ ନିର୍ମାଣାଧୀନ ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପୋଡ଼ାପାଡ଼ି ନିରାଗଶାଳା,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ଆଜି 'ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍' ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା…