ରାଜ୍ୟପାଳ ଅପସାରିତ, ଏଏସଓ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ

ରାଜ୍ୟପାଳଙ୍କ ବିଦାୟ ପରେ ରାଜ୍ୟ ସରକାର ଏଏସଓଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଉଦ୍ୟମ କରିବେ କି ? ଆଇନର ଉର୍ଦ୍ଧ୍ଵରେ କେହି ନୁହଁନ୍ତି ଉକ୍ତି ବିଜେପି ଶାସନରେ ଏକ ପ୍ରହସନରେ ପରିଣତ ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ପଦରୁ ଶ୍ରୀ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ତାଙ୍କ…

ମୁକ ବଧିର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳିତ l

ଭୁବନେଶ୍ୱର ତା. ୨୪/୧୨: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ, ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ତମ ଜନ୍ମଦିନ ସତ୍ୟଭାମା ଦେବୀ କଲେଜ ଅଫ ହିୟେରିଙ୍ଗ ଇମ୍ପେଡ଼,…

ଜାତୀୟ ସ୍ୱାସ୍ଥ୍ୟ ମିଶନ-ଓଡିଶାର ‘ଗୁଣାତ୍ମକ ନିଶ୍ଚିତତା ପଦକ୍ଷେପ’ ଉପରେ ସମୀକ୍ଷା ବୈଠକ

NQAS ସାର୍ଟିଫିକେଟ୍ ପାଇଁ ଗଞ୍ଜାମ ଡିପିଏମୟୁ ଏବଂ ବ୍ରହ୍ମପୁର ପୌରପାଳିକାର ସିପିଏମୟୁ ସମ୍ବର୍ଦ୍ଧିତ ଭୁବନେଶ୍ୱର ତା ୨୪ .୧୨ .୨୦୨୪ : - ସଠିକ୍ ସମୟରେ, ସଠିକ୍ ରୋଗୀଙ୍କୁ ସଠିକ ସେବା ଯୋଗାଇଦେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ଅଟେ । ରୋଗୀମାନଙ୍କୁ ନିରନ୍ତର ଭାବରେ ଉଚ୍ଚ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦” ଉଦଯାପିତ

ମାରାଥନରେ ଯୋଗ ଦେଲେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ତୃତୀୟ ରଜନୀରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ ଗୁଣୁପୁର,-୨୪/୧୨/୨୪- ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ "ସୃଜନ…

ବାଲିମେଦ ସେବା ସମବାୟ ସମିତି ର ସାଧାରଣ ସଭା ଅନୁଷ୍ଠିତ।

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ଠାରେ ବାଲିମେଦ ସେବା ସମବାୟ ସମିତି ର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏଥିରେ ସେବା ସମବାୟ ସମିତି ର ସଭାନେତ୍ରୀ ରୁନି ଲତା ନାୟକ, ଭଦ୍ରକ ଏ ଆର୍ ସି ଏସ ବାବାଜୀ ଚରଣ ନାୟକ, ବାଲେଶ୍ଵର ଭଦ୍ରକ କୋ ଓପରେଟିଭ  ବ୍ୟାଙ୍କ…

ଶିବ ମନ୍ଦିର ରୁ ଚୋରୀ, ଘଟଣା ସ୍ଥଳରେ ସନ୍ଧାନୀ କୁକୁର

ଅସ୍ତରଙ୍ଗ୨୪୧୨: ଅସ୍ତରଙ୍ଗ ଅଞ୍ଚଳ ରେ ଏବେ ଦ୍ରୁତଗତି ରେ ବୃଦ୍ଧି ପାଇବାରେ ଲାଗିଛି ଚୋରୀ । ଯାହାକୁନେଇ ଲୋକ ମାନଙ୍କ ଭିତରେ ସୃଷ୍ଟି ହେଲାଣି କୋକୁଆ ଭୟ । ଦୁଇ ଦିନ ତଳେ ଅସ୍ତରଙ୍ଗ ହୀରାଦେଇପୁର ର ମଦନମୋହନ ମାଳିକ ବୋଲି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କ ଘରୁ ଲୁଟେରା ସୁନା ଗହଣା…

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ୱାଗତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଏକ ଦୀର୍ଘ କାଳୀନ ଛୁଟି ନେବାପରେ ଏଠାରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର୍ ଭାବେ କାର୍ଯ୍ୟରତ ଅମିତ୍ ରଞ୍ଜନ ହୋତା ବେଲଗୁଣ୍ଠା ବିଡିଓ ଭାବେ…

ଲଜ୍ ରେ ଚାଲିଥିଲା ଦେହ ବ୍ୟବସାୟ, ବେଲଗୁଣ୍ଠା ପୋଲିସ ର ଚଢ଼ାଉ : ୩ ରୂପଜିବୀ ଉଦ୍ଧାର ଓ ୫ ଗିରଫ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ସହରର ମୁଖ୍ୟରାସ୍ତା ଉପରେ ଚାଲୁଥିବା ଏକ ଦେହ ବ୍ୟବସାୟ ଆଡ୍ଡା ତଥା ନିୟୁ ଲର୍ଜ ରେ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି ୩ ରୂପଜିବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର…

ଧାନ ମଣ୍ଡିରୁ ଧାନ ଉଠୁ ନଥିବାରୁ ରାଜରାସ୍ତାରେ ଚାଷୀ

ସୁବର୍ଣ୍ଣପୁର,୨୪/୧୨/୨୦୨୪ଶାସକ ପ୍ରଶାସକ (ପ୍ରକାଶ ହାତୀ):ନୂତନ କରି ଆସିଥିବା ସରକାର ଚାଷୀଙ୍କୁ ମୁଖ୍ୟ ଗୁରୁତ୍ଵ ଦେବାସହ ଧାନ ବିକ୍ରି ପାଇଁ ୩୧00 ଘୋଷଣା କରିଥିଲେ l ଚଳିତ ବର୍ଷ ଧାନ କିଣା ଆରମ୍ଭରୁ କିନ୍ତୁ କେଉଁଠି ଟୋକନ ଟେନସନ ତ ଆଉ କେଉଁଠି ଏଫଏକ୍ୟୁ ମାନର ଧାନ ଚିନ୍ତା ତ ଆଉ କେଉଁଠି…

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ନିମନ୍ତେ ପ୍ରସ୍ତୁତି ବୈଠକ : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ…

ସୁବର୍ଣ୍ଣପୁର,୨୪/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ):ଆସନ୍ତା ୦୧.୦୧.୨୦୨୫ ରୁ ୦୭.୦୧.୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡକ ସୁରକ୍ଷା ସପ୍ତାହ ୨୦୨୫ ର ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ…