ବୃଦ୍ଧା ଶ୍ରମ ରେ ବାଜପେୟୀ ଙ୍କ ଜୟନ୍ତୀ ପାଳନ କଲେ ବିଜେପି ନେତା ମନୋଜ ନାୟକ
ବାସୁଦେବପୁର - ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି ନେତା ମନୋଜ ନାୟକ ସ୍ଥାନୀୟ ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ପାଳନ କରିଛନ୍ତି।। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ଆଶ୍ରମ…