ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ
ଯୋଡ଼ିଙ୍ଗାଠାରେ ନୂତନ ପିଏସ୍ଏସ୍ ସ୍ଥାପନ
ତୁରୁଢ଼ି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ
୭,୫୦୦ ରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ
ବ୍ରହ୍ମପୁର, ଓଡ଼ିଶା - ମାର୍ଚ୍ଚ ୨୧, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି…