ଅଲୋଡା ହେଲା ଶିଶୁ କନ୍ୟା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, ଏକ ନବଜାତ ଶିଶୁ କନ୍ୟା କୁ କେହି ଫୋପାଡି ଦେଇଥିବା ବେଳେ କୁକୁର ଟାଣି ଖାଉଥିବା ଦେଖିବାକୁ ମିଳିଥିଲା, ମହେଶଦିହି ଥିମ ପାର୍କ ଗଳିରେ ଏକ ବୁଦା ନିକଟରେ ଏକ କୁକୁର ଜଣେ ନବଜାତ ଶିଶୁ କନ୍ୟାର ଗୋଡ କୁ…