ସହିଦ ବୀର ମାଧୋ ସିଂହ ଓ ପରିବାରଙ୍କ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ
ବୀରଗାଥାକୁ ପାଠ୍ୟ ପୁସ୍ତକରେ ସାମିଲ କରିବାକୁ ଦାବି
ଘେଁସ :-ସହିଦ ବୀର ମାଧେ ସିଂହ ଓ ପରିବାରବର୍ଗଙ୍କ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି।ସ୍ଥାନୀୟ ହଳଦୀପାଲି ବୀର ଛକଠାରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ…