ଦରବୃଦ୍ଧି ବିରୋଧରେ ଭୁବନେଶ୍ୱରରେ ବିଜେଡିର ବିଶାଳ ବିକ୍ଷୋଭ
ଏମଏମ ସରକାର, ମହାଙ୍ଗା ମାଡ଼ ସରକାର
ଡବଲ ଇଂଜିନ ଡବଲ ମାଡ଼
ଲମ୍ୱା ଲମ୍ୱା ଭାଷଣ, କାମ ଘର ଶୂନ
ଭୁବନେଶ୍ୱର, ୦୬/୦୧/୨୦୨୫: ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଡାକରାରେ ଆଜି ଲୋକସେବା ଭବନ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ…