ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ
ନବରଙ୍ଗପୁର : 01/04/2025,ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ୯୦ ତମ ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ପାଳନ କରାଯାଇଛି । ପ୍ରଥମେ ଉତ୍କଳ ପରିଷଦର ସମସ୍ତ କର୍ମକର୍ତ୍ତା ସକାଳ ଆଠ ଘଣ୍ଟା ସମୟରେ ସହର ମଧ୍ୟରେ ଥିବା ସମସ୍ତ…