ସୋଆ ଆଇଟିିଇଆର କ୍ୟାମ୍ପସ୍ ପରିସରରେ ନୂତନ କ୍ୟାଂଟିନ୍ ଉଦ୍ଘାଟିତ

ଭୁବନେଶ୍ୱର, ଜାନୁଆରୀ ୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସର ବିଏଚ୍୭ ଛାତ୍ର ନିବାସ ଡାଇନିଙ୍ଗ୍ ରୁମରେ ସୋଡେକ୍ସୋ ଫୁଡ୍ ସର୍ଭିସେସ୍ ଆଣ୍ଡ ଫ୍ୟାସିଲିଟି ମ୍ୟାନେଜମେଂଟ ଦ୍ୱାରା ଏକ ନୂତନ କ୍ୟାଂଟିନ୍…

ଜିଲା ସ୍ତରୀୟ ଶିକ୍ଷକ ବନ୍ଧୁ ମିଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ସ୍ତରୀୟ ୧୯୯୮ ଶିକ୍ଷକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁଣପୁର ଗୁଣ୍ଡିଚା ମନ୍ଦିର ନିକଟ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ୧୧ ଟି ବ୍ଲକ ରୁ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷୟତ୍ରୀ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ l ଏହି…

ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ l

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବି ଇ ଓ ଚୁଡ଼ାମଣି ବାରିକ ଓ ସମ୍ମାନିତ ଅତିଥି ବିନୋଦ କାଳିଆ ଉଦ୍ଘାଟନ…

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା କିଟରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭାରତର ପ୍ରଥମ ଅନ୍ତର୍ଜାତୀୟ କଂକ୍ରିଟ୍‍ ଭେଲୋଡ୍ରୋମ୍‍ ଭୁବନେଶ୍ୱର : କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍‍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା…

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ:ପାରମ୍ପାରିକ ନାଚ ଗୀତ ରେ ଦୁଲୁକିଲା ମଞ୍ଚ,

ଖପ୍ରାଖୋଲ ୮/୧( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିୟମରେ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମଶାଲ ଶୋଭାଯାତ୍ରା ଇଷ୍ଟ ଦେବୀ ମା ଡୁମେରତଲେନ ଙ୍କ ମନ୍ଦିରରୁ ଲୋକ ମହୋତ୍ସବ ମଞ୍ଚ କୁ…

୨ କେଜି ଧାନ କଟନି ଉପରେ ରାଜ୍ୟ ସରକାର ବିରୋଧରେ ବର୍ଷିଲେ ବିଧାୟିକା।

ପଦ୍ମପୁର :- ଆଜି ପାଇକମାଲ ବ୍ଳକ୍ ଅନ୍ତର୍ଗତ ଲଖମରା, ଚର୍ଦାପାଲି, ସରେଇକେଲା, ବାଦିକଟା, ବୁକୁରାମୁଣ୍ଡା, ଟେମରୀ ଓ ଭେଙ୍ଗରାଜପୁର ମଣ୍ଡି ପରିଦର୍ଶନ କରି ରାଜ୍ୟ ସରକାର ବିରୋଧରେ ବର୍ଷିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।ଏଫ୍.ଏ.କ୍ୟୁ ମାନ ର ଧାନ ହୋଇ ନଥିବା ଦର୍ଶାଇ ଚାଷୀ ଙ୍କ…

ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ

ନୟାଗଡ଼ (ବିଶ୍ୱଜିତ ନାୟକ ) :- ନୟାଗଡ଼ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି | ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ…

ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ…

ନୟାଗଡ଼ (ବିଶ୍ୱଜିତ ନାୟକ) :- ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ 'ନୟାଗଡ଼ ପେକ୍ସ - ୨୦୨୫' ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଦର୍ଶନୀରେ  ମୁଖ୍ୟ ଅତିଥି  ଓଡିଶା ପରିମଣ୍ଡଳ ମୁଖ୍ୟାଳୟ ନିର୍ଦ୍ଦେଶକ ଅମିତ୍ କୁମାର…

୧୯୯୪ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ୧୯୯୪ ମସିହା ମେଟ୍ରିକ ବ୍ୟାଚ୍ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୯୯୪ ଵ୍ୟାଚ ର ଓଡିଶା ତଥା ଓଡିଶା ବାହାରେ ଥିବା ଛାତ୍ରଛାତ୍ରୀ ତାଙ୍କ…

୭୬ତମ ଜିଲ୍ଲାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…