ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିର ଠାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ପରିପେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁମା ଜଗନ୍ନାଥ ମନ୍ଦିର ତାଳପଦର ଆସିପୂଜାର୍ଚନା ପୂର୍ବକ ଜଗନ୍ନାଥ ଙ୍କ ଆଶୀର୍ବାଦ ଗ୍ରହଣ କରି ନବାଗତ ଛାତ୍ରଛାତ୍ରୀ ଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ତାପରେ ଶିଶୁମନ୍ଦିର କୁ ପ୍ରତ୍ୟାବର୍ତ୍ତନ ପରେ ଗୁରୁଜୀ ଗୁରୁମା ମାନେ ନବାଗତ ଛାତ୍ର ଛାତ୍ରୀ ଙ୍କ ପାଦ ଧୋଇ ସ୍ୱାଗତ କଲେ ଓ ପରେ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ କରାଗଲା
Sign in
Sign in
Recover your password.
A password will be e-mailed to you.
Next Post