29 ତମ ସର୍ବ ଭାରତୀୟ ବୋରାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଗ୍ରୁପ ର ପ୍ରଥମ ମ୍ୟାଚ ବରଗଡ ଓ ନାଗପୁର…

 ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ପଞ୍ଚମ ଦିବସ ରେ ଦ୍ଵିତୀୟ ଗ୍ରୁପର ପ୍ରଥମ ମ୍ୟାଚ୍ ଆଜି ବ୍ଲୁ ଡାଇମଣ୍ଡ ବରଗଡ ଓ ରକେଟ ଇଣ୍ଟରନେସନାଲ ନାଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରଗଡ ଦଳ ଟସ ଜିଣି ନାଗପୁର ଦଳକୁ ବ୍ୟାଟିଂ…

ଓସ୍ତିଆ ଆଶ୍ରମ ସ୍କୁଲ: ବିଷାକ୍ତ ଖାଦ୍ୟଖାଇ ୮ ଛାତ୍ର ଏବଂ ଜ୍ବରରେ ଜଣେ ଛାତ୍ରୀ ଅସୁସ୍ଥ,

ଡାକ୍ତରଙ୍କ ତ୍ୱରିତ ଚିକିତ୍ସା ଯୋଗୁଁ ନିୟନ୍ତ୍ରଣ ହେଲା ବାନ୍ତି ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଓସ୍ତିଆ ମାଳରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲର ୮ ଜଣ ଛାତ୍ର ବିଷାକ୍ତ ଖାଦ୍ୟଖାଇ ହଠାତ୍ ଅସୁସ୍ଥ…

ନଡ଼ିଆ ଭାଙ୍ଗି ମଣ୍ଡି ଶୁଭାରମ୍ଭ କଲେ ବାଚସ୍ପତି

ପ୍ରଶାସକ ସମବାୟ ସମିତି ଓ ମିଲରଙ୍କ ମଧ୍ୟରେ ଚାଲିଛି ଟଣା ଓଟରା, କିଣା ଯାଇନାହିଁ ଏକ କିଲୋଗ୍ରାମ ଧାନ, ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଧାନ ବସ୍ତାଟିଏ ରଖି ନଡ଼ିଆ ଭାଙ୍ଗି ନାମକୁ ମାତ୍ର ମଣ୍ଡି ଶୁଭାରମ୍ଭ କାର୍ଯ୍ୟ ହେଉଛି। ହେଲେ ଧାନ ସଂଗ୍ରହକୁ…

ଜାତୀୟ ଗ୍ରାମୀଣ ମେଧାବୃତ୍ତି (NRTS)ରେ ପିଲାଙ୍କ କୃତିତ୍ୱ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  : ଚଳିତ ଶିକ୍ଷା ବର୍ଷ (୨o୨୪-୨୫)ର ଜାତୀୟ ଗ୍ରାମୀଣ ମେଧାବୃତ୍ତି ଫଳ ପ୍ରକାଶ ପାଇଛି | ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଉତ୍ତୀର୍ଣ୍ଣ ୧୦ଜଣ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ଼ ର ନବମ ଶ୍ରେଣୀ ର ଶ୍ରୀ ଗଣେଶ ପାଇକ…

ନବରଙ୍ଗପୁର ଠାରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଓ ଜନ ସେବା ଦିବସ ପାଳିତ

ନବରଙ୍ଗପୁର ତା ୧୫.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓଡିଶା ଆନୁକୂଲ୍ୟରେ ଆଜି ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଏବଂ ୮୦ ପ୍ରତିଶତ ଏବଂ ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ…

କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ…

ଗାଙ୍ଗପୁରରେ ପ୍ରଶାସନ ଗାଓଁ କୀ ଅର୍ କାର୍ଯ୍ୟକ୍ରମ ; ଉପଜିଲ୍ଲାପାଳ ଏବଂ ବିଧାୟକଙ୍କ ମିଳିତ ଜନ ଶୁଣାଣି

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ଉଦ୍ୟମରେ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ପହଞ୍ଚିଛି ଗାଆଁରେ I ଏହି ଅବସରରେ ଆଜି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ…

ଜନସେବା ଦିବସ ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କ ବର୍ଦ୍ଧିତ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ରାଜ୍ୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଜନସେବା ଦିବସ ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କ…

ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନଙ୍କୁ ନେଇ ବ୍ୟାଡମିଣ୍ଟନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଠାରେ ମାତୃ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲି ଓ ବିଭିନ୍ନ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ତଥା ସାସ୍ଥ୍ୟ ଉପକେନ୍ଦ୍ରର…

ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାଟେରୀ ଚାଳିତ ଇ- ରିକ୍ସା ବଣ୍ଟନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ତା ୧୫.୦୧.୨୦୨୫ ରିଖ ବୁଧବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ…