ଓଡ଼ଗାଁ ଏନ୍ଏସି ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା,କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି
ଓଡ଼ଗାଁ,୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସମିପରେ ଥିବା ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ବିନା ସୂଚନାରେ ଶନିବାର ବନ୍ଦ ରହିଥିବା କରଣରୁ କେନ୍ଦ୍ରକୁ ଆସିଥିବା ଶିଶୁମାନେ ଘରକୁ ଫେରିବାକୁ ପଡ଼ିଛି ।…