କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ଭବନ ସାମ୍ନାରେ ବିକ୍ଷୋଭ।
ସମାଜସେବୀ ରୋଜାଲିନ ସାହୁ ହତ୍ୟା ଅଭିଯୁକ୍ତଙ୍କ ଉପସ୍ଥିତି ନେଇ ତୀବ୍ର ପ୍ରତିକ୍ରିୟା।
କେନ୍ଦୁଝର,ଦିଲ୍ଲୀପ ସାହୁ, ତା୧୮/୪- ଆଜି କେନ୍ଦୁଝର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପୃକ୍ତି ଆରୋପ କରି ବିକ୍ଷୋଭ ପ୍ରଦର୍ଶନ…