ମାଟିଖାଇ ଢାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଅଭିଯୁକ୍ତ ଗିରଫ

 ପିସ୍ତଲ ସହ ଦୁଇ ଜୀବନ୍ତ ଗୁଳି ଜବତ ଖପ୍ରାଖୋଲ ୨୭/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଧୀନସ୍ଥ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ମାଟିଖାଈ ଗାଁ ନିକଟ ଯାଦବ ଢ଼ାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଖପ୍ରାଖୋଲ ପୋଲିସ ମାଟିଖାଇଗାଁ ର ପବିତ୍ର ଚିରାଙ୍ଗୁଲ (୪୮)…

ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବକୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଉଦ୍ଘାଟନ…

ପିକଅପ ଧକ୍କାରେ ବୃଦ୍ଧା ମୃତ୍ୟୁ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- -ଗାଙ୍ଗପୁର ଥାନା କେଶରା ପଲ୍ଲୀ ଛକ ଠାରେ ପିକକ୍ ଭ୍ୟାନ ଧକାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୁଦ୍ଧ ଜଣଙ୍କ ହେଲେ ୬୨ ବର୍ଷୀୟ ସିମାଞ୍ଚଳ ସ୍ବାଇଁ। ସୂଚନା ଅନୁଯାଇ ଆଜି ସକାଳେ ସେ ମୁହଁ ଧୋଇବା ପାଇଁ ଘରୁ ବାହାରି ରାସ୍ତା କଡ଼ରେ ଥିବା ନଳକୂପ ପାଖକୁ…

କୁଲାଡ ଠାରେ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଠୁ ଆଠ କିଲୋମିଟର ଦୁରରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ନିଜ ଗ୍ରାମ କୁଲାଡ ଗ୍ରାମର କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୁନିଅର ରେଡ୍ କ୍ରସ୍ ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଦୁମ୍ନ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର NRTS ପରୀକ୍ଷାର ସଫଳତା

ପଦ୍ମପୁର:27/01:ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ନବମ ଶ୍ରେଣୀର ୫ ଜଣ ଭାଇ ଭଉଣୀ ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ କୃତିତ୍ଵ ହାସଲ କରି ବରଗଡ଼ ଜିଲ୍ଲା ସ୍ତରରେ ତଥା ବିଜ୍ଞାପିତ ଅଚଳ ପରିଷଦ,ପଦ୍ମପୁରରେ ସଫଳତା ହାସଲ କରି ବିଦ୍ୟାଳୟର ମାନ ଓ ଗୌରବ ବୃଦ୍ଧି କରିଛନ୍ତି ।…

ଦୁଇ ବାଇକ୍ ମଧ୍ୟରେ ମୁହାମୁହି ଧକ୍କା ୧ ମୃତ ଜଣେ ଗୁରୁତର

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଛକ ନିକଟରେ ଆଜି ସକାଳ ୯ ଘଣ୍ଟ ସମୟରେ ଦୁଇ ବାଇକ ମଧ୍ୟରେ ମୂହାମୁହି ଧକ୍କା ହେବାରୁ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଡାବୁଗାଁ…

୬ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫:ମଙ୍ଗଳା କ୍ଳବ୍ ଚମ୍ପିୟାନ

 ଓଡ଼ଗାଁ,୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ ୨୦୨୫ ର ଷଷ୍ଠ ଦିନ ଫାଇନାଲ ମ୍ୟାଚରେ ଗଣ୍ଡରପୁର ଭୁବନେଶ୍ୱରକୁ ୨-୧ ଗୋଲରେ ହରାଇ ମଙ୍ଗଳା କ୍ଳବ୍ କଟକକୁ ଚମ୍ପିୟାନ ଟ୍ରଫି ସହିତ ୩୦…

ଓଡଗାଁରେ ବ୍ଳକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡଗାଁ,୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଓଡ଼ଗାଁ ମିନି ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ…

ବ୍ଳକ ସ୍ତରୀୟ ପରାମର୍ଶ ଶିବିର

ଓଡଗାଁ, ୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ସ୍ଥାନୀୟ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ପରାମର୍ଶ ଶିବିରରେ…

ଡାବୁଗାଁ ରେ ଗଣତନ୍ତ୍ର ଦିବସ ପାଳିତ

  ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବ୍ଲକ ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ମହା ସମାରହୋରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ପତ୍ତାକା…