“ବନାଞ୍ଚଳରେ ପ୍ଲଟିଙ୍ଗ୍ ଯୋଜନା; ବିଲଡର୍ସଙ୍କ ଦ୍ୱାରା ପ୍ରଭାବିତ ତହସିଲଦାର” !
ପୁରୀ, (ଅନିମେଶ ପଟ୍ଟନାୟକ): ବାଲୁଖଣ୍ଡ ବନାଞ୍ଚଳରେ ଚାଲିଛି ପ୍ଲଟିଙ୍ଗର ଯୋଜନା । ଏ ଅଭିଯୋଗ ଆଣିଛନ୍ତି ଆପ୍ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି । ବିଶ୍ବସ୍ତରୀୟ ପୁରୀ ସହରର କଳେବର ବୃଦ୍ଧି ପାଉଛି । ପୁରୀରେ ଘର ଓ ଜାଗା କିଣିବା ପାଇଁ ଅଧିକାଂଶ ଲୋକଙ୍କ ଇଛା ରହିଛି । ପୁରୀ…