ଯୋଗାଣ ବିଭାଗ ଦ୍ୱାରା ଚାଉଳ ବୋଝେଇ ଗାଡି ଏବଂ ଗାଡ଼ିରେ ଥିବା ଚାଉଳ ଜବତ,
ଅସ୍ତରଙ୍ଗ/ଦୁଃଶାସନ ନାୟକ: ସୋମବାର ମଧ୍ୟାହ୍ନ ସମୟ ରେ ଅସ୍ତରଙ୍ଗ ବଜାର ରେ ଏକ ୪୦୭ ମିନି ଟ୍ରକ ରେ ପିଡ଼ିଏସ ଚାଉଳ ବୋଝଇ ହେଇଥିବା ଅସ୍ତରଙ୍ଗ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ପରେ ସେହି ସ୍ଥାନ ରେ ଉକ୍ତ ଗାଡି ଟିକୁ ଅଟକ ରଖି ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ମହାନ୍ତି ଙ୍କୁ…