ଧଣ୍ଡାମୁଣ୍ଡା ରେ ଉତ୍କଳ ଗୋୖରବ ମଧୁସୂଦନ ଦାସ ଜୟନ୍ତୀ ଉପଲକ୍ଷେ ସ୍ବାଭିମାନ ଦିବସ ପାଳିତ

5

ଖପ୍ରାଖୋଲ ୨୮|୪(ହେମସାଗର ସାହୁ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଫିସ୍ ପରିସରରେ ଉତ୍କଳ ଗୋୖରବ ମଧୁସୂଦନ ଦାସ ଜୟନ୍ତୀ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ଯୋଗଦେଇ ଥିବା ବେଳେ ମନୋଜ ଦାସ, ଭଜରାଜ ବରିହା, ପ୍ରିତମ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ରଜତ୍ ସାହୁ, ରୋହନ ମିଶ୍ର, ଟୁନା ସାହୁ,ରୁନା ସାହୁ,ଗୋପି କ୍ରିଷ୍ଣା ଥନାପତି,ସୁନନ୍ଦ ପଟେଲ,ସତ୍ୟ ରଣା,ସାନୁ ବାଗ, ସୁବଳ ମିଶ୍ର, ରାଜେନ୍ଦ୍ର ପରୁଆ,ଗୁଡୁ ପ୍ରମୁଖ ଉପସ୍ଥିତ ଥିଲେ ‘ସମ୍ବାଦ’ ପ୍ରତିନିଧି ସରୋଜ କୁମାର ମିଶ୍ର ସଭା ପରିଚାଳନା କରିଥିଲେ

Leave A Reply

Your email address will not be published.