ବାସନ୍ତୀ ପାଠାଗାରର ୩୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୯ ତମ ବାର୍ଷିକୋତ୍ସବ ପାଠାଗାରର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ…

ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ସ୍ଥିତ ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ଘନଶ୍ୟାମ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ…

ପଦ୍ମପୁର ସହରରେ ବିଶ୍ବ କେନସର ଦିବସ ସଚେତନତା ରେଲି

 ବରଗଡ଼ — ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବିଶ୍ବ କେନସର ଦିବସ ଅବସରରେ ଜନସଚେତନତା ରେଲି ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଫାଇଟର୍ସ ଗୃପ ତରଫରୁ ଆୟୋଜିତ କେନସର ସଚେତନତା ରେଲି ରେ ପଦ୍ମପୁର ସହରର ପ୍ରମୁଖ ଅନୁଷ୍ଠାନ, କ୍ଲବ, ବରିଷ୍ଠ ନାଗରିକ ଙ୍କ ସମେତ ଅଂଚଳ ମହାବିଦ୍ୟାଳୟ, ମହିଳା…

ଜେନିଥ୍ ଲାୟନ୍ସ ଗୁରୁକୁଳରେ ବିଶ୍ଵ କର୍କଟ ଦିବସ ପାଳିତ।

ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ କର୍କଟ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା, ଲୋକଙ୍କୁ ଶିକ୍ଷିତ କରିବା ଏବଂ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଏକତ୍ରିତ ହେବା।  ଏହି ଦିନଟି କର୍କଟ ରୋଗରେ ପୀଡିତ…

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଚତୁର୍ଥ ଦିନ: ଇସ୍ପାତ ସାହିତ୍ୟ ସଂସଦ ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ.

ରାଉରକେଲା, (ବସନ୍ତ କୁମାର ଜେନା): ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଚତର୍ଥ ଦିବସରେ ଇସ୍ପାତ ସାହିତ୍ୟ ସଂସଦ ର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ଙ୍କ…

ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନ ରେ କଂସ ମର୍ମାହତ

ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା  ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ର ଚତୁର୍ଥ ଦିବସ ରେ   ଗୋପପୁର  କେର୍ମେଲାବାହାଲ ରେ ଦିବା ୧୦ ଟା ରୁ ୪ ମଧ୍ୟରେ ଗୋପଳିଲା ପରାୟଣ ଅନୁଷ୍ଠିତ  କାର୍ଯ୍ୟକ୍ରମ ସହ ସମସ୍ତ ଭକ୍ତ ଙ୍କ ପାଇଁ ପ୍ରତିଦିନ ଅନ୍ନ ଭୋଗ ର ବ୍ୟବସ୍ଥା…

ଭଷ୍ମାଥାନା: ଲୁଟଉଦ୍ୟମ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ସୁନ୍ଦରଗଡ : ଭଷ୍ମା ଥାନା ଅର୍ନ୍ତଗତ ରେମଣ୍ତା ଅଞ୍ଚଳରେ ଗତ ଜାନୁଆରୀ ୧୫ ତାରିଖ ସନ୍ଧ୍ୟାରେ ଲୁଟକରିବା ଉଦ୍ଦେଶ୍ଯରେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଭଷ୍ମା ପୋଲିସ ଗିରଫ କରିବା ସହ ଲୁଟ ସାମଗ୍ରୀକୁ ଜବତକରି ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଭଷ୍ମା ଥାନା ପୋଲିସ ପକ୍ଷରୁ…

୩ୟ ଦିନ ବ୍ରହ୍ମପୁର ଓ ପୁରୀ କଳାକାର ଙ୍କ ବାଘନାଚ ଓ ମାଲଖମ୍ବ ନୃତ୍ୟ କଲା ଆକର୍ଷିତ

ରାଉରକେଲା, (ବସନ୍ତ କୁମାର ଜେନା):   ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ର ୩ୟ  ଦିବସରେ ବଣାଇ ଉପଜିଲ୍ଳାପାଳ ଅକ୍ଷୟ ପିଲ୍ଳେ ମୁଖ୍ୟ ଅତିଥି ଓ ସହାୟକ ଆୟୁକ୍ତ ଅଭିଷେକ ମିଶ୍ର ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ  l ଆଜି ରାଉରକେଲା ସହିତ ବହ୍ମପୁର ଓ ପୁରୀ…

କୁମୁଣ୍ଡିରେ ଷୋଡ଼ଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଷୋଡ଼ଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ନାମ ଯଜ୍ଞ ପବିତ୍ର ଶ୍ରୀ ପଞ୍ଚମୀ ତିଥିରେ ଆରମ୍ଭ ହୋଇଥିବା ବେଳେ…