କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତିସତ୍ୱେ ୪୮ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ପୁନଃସ୍ଥାପିତ କରାଗଲା:…
ବୁର୍ଲା/ବରଗଡ଼, ୭ ମଇ, ୨୦୨୫: ଗତ ଶନିବାର (ତା. ୦୩.୦୫.୨୦୨୫ରିଖ) ସନ୍ଧ୍ୟା ସମୟରେ ବରଗଡ଼ ଜିଲ୍ଲାରେ କାଳବୈଶାଖୀ ଝଡ଼ ତାଣ୍ଡବ ରଚିଥିଲା । ଯାହା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
ସୂଚନାଯୋଗ୍ୟ ଯେ, ଦ୍ରୁତଗତିରେ ପବନ ପ୍ରବାହ…