ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ର ନବ ନିଯୁକ୍ତ ଉପ ସଭାପତି ଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୫ ରାୟଗଡ଼ା ଠାରେ ଅନୁଷ୍ଠିତ ଦକ୍ଷିଣ ଓଡ଼ିଶା ଆଦିବାସୀ ମହା ସଂଘର ଦୁଇ ଦିନିଆ ଅଧିବେଶନ ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଆଦିବାସୀ ମହାସଂଘ ଦ୍ଵାରା ଅନୁବନ୍ଧିତ (ଆମୋ)ଦକ୍ଷିଣ ଓଡ଼ିଶା…