ଏଣିକି ଟିପିଏସ୍ଓଡିଏଲର ୪ଟି ନିଶୁଳ୍କ ହେଲ୍ପଲାଇନ ନମ୍ୱର
ନୂଆ ନମ୍ବର ୧୮୦୦୨୦୨୬ ଏବଂ ୭୦୭୭୦୦୦୦୦୫
ସମୁଦାୟ ଚାରୋଟି ନମ୍ବର: ୧୮୦୦୨୦୨୬, ୭୦୭୭୦୦୦୦୦୫, ୧୯୧୨, ୧୮୦୦୩୪୫୬୭୯୭
ବ୍ରହ୍ମପୁର, ଫେବୃଆରୀ: ଗ୍ରାହକ ସେବାକୁ ସୁଦୃଢ଼ କରିବା ସହ ଅଭିଯୋଗ ପ୍ରତିକାର ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ…