ପାଇକମାଳ ବି ଇ ଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାଇକମାଳ: ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟ।ଳୟ ରେ ଖପର।ଖୋଲ କୁ ବଦଳି ହୋଇଥିବା ବି ଇ ଓ ଚୂଡ଼ାମଣି ବାରିକଙ୍କୁ ପାଇକମାଳ ମାଧ୍ୟମିକ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା।…