ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରତ୍ୟାହାର ପାଇଁ ଦାବିପତ୍ର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଇଁ ଓ.ଟି.ଇ.ଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଆଜି ମେ ମାସ ୨୩ ତାରିଖ ଶୁକ୍ରବାର ୨୦୨୫ ଦିନ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଶ୍ରୀମତୀ…