ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
• ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ • ଜୁନ ୫ ବିଶ୍ୱ ପରିବେଶ ଦିବସରୁ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ବୃକ୍ଷରୋପଣକୁ ଜନଆନ୍ଦୋଳନରେ ପରିଣତ କରାଯିବ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ…