ଡାକ୍ତରଖାନା ପାଚେରୀ ସାମ୍ନାରେ ଠେଲା ଗାଡି ବାଲାଙ୍କ ଅକ୍ତିଆର,

ରୋଗୀଙ୍କ ସମ୍ପର୍କିୟ ସାଧାରଣ ଗାଡି ପାର୍କିଂ ନେଇ ଅସୁବିଧା ଓଡ଼ଗାଁ, ୨୭ା୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଓଡ଼ଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ଉଭୟ ପାର୍ଶ୍ବରେ କେତେକ ଠେଲା ଗାଡି ଦୈନଦିନ ରହି ବ୍ୟବସାୟ କରୁଥିବାରୁ ରୋଗୀଙ୍କ ସଂପର୍କୀୟ ଓ ସାଧାରଣ ପାର୍କିଂ…

ଦେଓଗାଁ – ଭାଲିଆଡିହି ରାସ୍ତା ବିବାଦ: ବିଦ୍ୟାଳୟ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ସହମତି

ଓଡ଼ଗାଁ ୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ - ଭାଲିଆଡିହି ବିଦ୍ୟାଳୟ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ଆବଶ୍ଯକ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ପୂର୍ତ୍ତ ବିଭାଗକୁ…

ସାଂସଦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ଙ୍କ କରକମଳରେ ଉଦଘାଟିତ ହେଲା ସୁବର୍ଣ୍ଣପୁର ଶିକ୍ଷା ଓ ଶିକ୍ଷଣ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଆଜି ସୁବର୍ଣ୍ଣପୁର ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ  ସାଂସଦ ବଲାଙ୍ଗୀର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ୨୦୧୩-୧୪ ରୁ ପ୍ରାୟ ୯୮ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇ ଅସମ୍ପୂର୍ଣ ରହିଥିବା ନବ ନିର୍ମାଣ…

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା ବେଳେ ଅଘଟଣ

ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ: ବିଜେଡି  ଭିଆଇପି ପାସ୍ ବ୍ୟବସ୍ଥା ଯୋଗୁ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବିଫଳ  ପୂର୍ବରୁ ଏପରି ଘଟଣା ଘଟିଥିବା ନଜିର ନାହିଁ  ରଥଯାତ୍ରାରେ ବଡ଼ ଠାକୁର ପଡ଼ିଯିବା ଏକ ବଡ଼ ଅଘଟଣ ଥିଲା ଭୁବନେଶ୍ୱର,…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠ ଚ଼କ୍ର

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ପାଠ ଚ଼କ୍ର କାର୍ଯ୍ୟକ୍ରମ ରେ ଅଧାପକ ଅଶୋକ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ପରିଚାଳନା କରିଥିଲେ ଏବଂ…

ଶିବମୟ ହେଲା ଶ୍ରୀକ୍ଷେତ୍ର; ଭୋରରୁ ଉଠିଲା ମହାଦୀପ

ରାତି ତମାମ ଜାଗର ଜାଳି ବ୍ରତ ପାଳିଲେ ଶ୍ରଦ୍ଧାଳୁ ପୁରୀ (ଅନିମେଶ ପଟ୍ଟନାୟକ): ॐ ନମ ଶିବାୟ ନାମରେ ଗୂଞ୍ଜରିତ ହେଲା ସମଗ୍ର ଶ୍ରୀକ୍ଷେତ୍ର । ପବିତ୍ର ଲୋକନାଥ ଦେବ ପୀଠରେ ଜାଗର ଜାଳି ବ୍ରତ ପାଳିଲେ ଲକ୍ଷାଧିକ ଭକ୍ତ । ଦିନ ତମାମ ନିର୍ଜଳ ଉପବାସ କରି ସମ୍ପୁର୍ଣ୍ଣ ଦିନଟିକୁ ପ୍ରଭୁ…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

https://www.youtube.com/watch?v=u6Tjc__xre4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି…

ମୃତକ କଲେଜ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଜେପିର ବରିଷ୍ଠ କାର୍ଯ୍ଯକର୍ତ୍ତା ।

ଝାରବନ୍ଧ-ମନୋହର ଦାଶ: ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିର୍ଦ୍ଦେଶ କ୍ରମେ ପାଇକମାଲ ବିଜେପି ର ବରିଷ୍ଠ କାର୍ଯ୍ଯକର୍ତ୍ତା ମୃତକ କଲେଜ ଛାତ୍ରୀ ଅଲିଭା ରାଉତ (17)ଙ୍କ ପରିବାରଙ୍କୁ ସାନ୍ତନା ମୂଳକ ସାକ୍ଷାତ କରିଛନ୍ତି । ଗତ ୨୩ ତାରିଖ ପାଇକମାଲ ଥାନା କୋକନରା କଲେଜ ଛାତ୍ରୀଙ୍କ ମୃତ ଦେହ…

ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୩୬ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

 ସଚେତନତା ଅଧିବେଶନ, କର୍ମଚାରୀ, ଶ୍ରମିକ ଏବଂ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଆୟୋଜନ  ପାରାଦ୍ଵୀପ : ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ର ଓ ପ୍ରକଳ୍ପ…

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ରାଉରକେଲା :(ବସନ୍ତ କୁମାର ଜେନା ):  ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆଜିଠାରୁ ଆରମ୍ଭ ହୋଇଯାଇଛି।  ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି  ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା ଉନ୍ନୟନ…