ବାସୁଦେବପୁର ରେ ମିଳିତ ଜନ ଶୁଣାଣି ଶିବିର।
ବାସୁଦେବପୁର - ଭଦ୍ରକ ଜିଲ୍ଲା ର ବାସୁଦେବପୁରର ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତ ରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ରାଉତ,ବିଧାୟକ ଅଶୋକ ଦାସ,ମୂଖ୍ୟ ଉନ୍ନୟନ…